Advertisement
Photo Details/zeeodisha/odisha2876094
photoDetails0hindi

Mangal Gochar: ୩ଥର ମଙ୍ଗଳଙ୍କ ଚଳନ, ସେପ୍ଟେମ୍ବରରେ ୩ ରାଶିକୁ ମିଳିବ ସଫଳତା

Mangal Gochar 2025: ଗ୍ରହ ସେନାପତି ମଙ୍ଗଳ ଥରେ ରାଶିରେ ଏବଂ ଦୁଇଥର ନକ୍ଷତ୍ରରେ ଚଳନ କରିବେ। ମଙ୍ଗଳଙ୍କ ଚଳନ ସମୟରେ ଅନେକ ରାଶି ଉପରେ ଶୁଭ ପ୍ରଭାବ ପଡିବ।

1/5

୩ ସେପ୍ଟେମ୍ବର ୨୦୨୫ ସନ୍ଧ୍ୟା ୬ଟା୪ ସମୟରେ, ମଙ୍ଗଳ ଚିତ୍ରା ନକ୍ଷତ୍ରରେ ଚଳନ କରିବେ । ଯେଉଁଠାରେ ସେ ୨୩ ସେପ୍ଟେମ୍ବର ରାତି ୦୯ଟା ୦୮ ପର୍ଯ୍ୟନ୍ତ ରହିବେ। ୨୩ ସେପ୍ଟେମ୍ବର ଦିନ ମଙ୍ଗଳ ସ୍ୱାତୀ ନକ୍ଷତ୍ରରେ ଚଳନ କରିବେ। କିନ୍ତୁ, ଏହି ସମୟ ମଧ୍ୟରେ, ମଙ୍ଗଳ ୧୩ ସେପ୍ଟେମ୍ବର ୨୦୨୫ ରାତି ୦୯ଟା୩୪ ସମୟରେ ତୁଳା ରାଶିରେ ଚଳନ କରିବେ। ଆସନ୍ତୁ ଜାଣିବା ସେପ୍ଟେମ୍ବରରେ ମଙ୍ଗଳଙ୍କ ଦ୍ୱିଗୁଣ ନକ୍ଷତ୍ର ପରିବର୍ତ୍ତନ କାରଣରୁ କେଉଁ ରାଶିର ବ୍ୟକ୍ତି ଲାଭବାନ ହେବାକୁ ଯାଉଛନ୍ତି ।

2/5

ମେଷ ରାଶି

ମଙ୍ଗଳଙ୍କ ପ୍ରିୟ ରାଶି ହେଉଛି ମେଷ । ଆପଣଙ୍କ ପାଇଁ ମାସଟି ଶୁଭଫଳ ଦେବ । ନିଜ କାମ ସମାପ୍ତ କରିବାରେ ସକ୍ଷମ ହେବେ। ପ୍ରତ୍ୟେକ ସମସ୍ୟାକୁ ସାହସିକତାର ସହିତ ସାମ୍ନା କରିବେ । ବ୍ୟକ୍ତିଗତ ସମ୍ପର୍କରେ ସନ୍ତୁଷ୍ଟ ରହିବେ । ପରିବାରର ସଦସ୍ୟଙ୍କ ସହିତ ସମ୍ପର୍କ ମଜବୁତ ହେବ।

3/5

ବିଛା ରାଶି

ସେପ୍ଟେମ୍ବର ମାସଟି ଆପଣଙ୍କ ପାଇଁ ବହୁତ ଭଲ । ଚାକିରି କ୍ଷେତ୍ରରେ କାର୍ଯ୍ୟଶୈଳୀରେ ଉନ୍ନତି ଆଣିବାର ସୁଯୋଗ ମିଳିବ। ବ୍ୟବସାୟରେ ଅଧିକ ଟଙ୍କା ରୋଜଗାର କରିପାରନ୍ତି ।

4/5

କୁମ୍ଭ ରାଶି

ସ୍ୱାସ୍ଥ୍ୟ ଭଲ ରହିବ । ବ୍ୟାଙ୍କ ବାଲାନ୍ସ ବୃଦ୍ଧି ପାଇବ । ପ୍ରତ୍ୟେକ ସୁଯୋଗର ସଦୁପଯୋଗ କରିବେ ।

5/5

Disclamer: ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ଜ୍ୟୋତିଷ ଶାସ୍ତ୍ର, ପଞ୍ଚାଙ୍ଗ, ପୁରାଣ ତଥ୍ୟରୁ ମିଳିଥିବା ସୂଚନା ଅନୁଯାୟୀ ଏହି ତଥ୍ୟ ପ୍ରଦାନ କରାଯାଇଛି। ଏଥିପାଇଁ ZEE ODISHA NEWS ଦାୟୀ ରହିବ ନାହିଁ ।

;