Advertisement
Photo Details/zeeodisha/odisha2845021
photoDetails0hindi

Plus Two Instant Result 2025: ଆଜି ଏହି ସମୟରେ ପ୍ରକାଶ ପାଇବ +୨ ଇନଷ୍ଟାଣ୍ଟ ରେଜଲ୍ଟ, ଏମିତି କରନ୍ତୁ ଚେକ୍

Plus Two Instant Result 2025: ଆଜି ପ୍ରକାଶ ପାଇବ ଯୁକ୍ତ ଦୁଇ  ଇନଷ୍ଟାଣ୍ଟ ପରୀକ୍ଷା ଫଳ। ଏନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (CHSE) ପକ୍ଷରୁ ସୂଚନା ମିଳିଛି। ତେବେ, ଆସନ୍ତୁ ଜାଣିବା କେଉଁ ସମୟରେ ପରୀକ୍ଷା ଫଳ ପ୍ରକାଶ ପାଇବ। 

 

1/5

ଆଜି ଅପରାହ୍ନ ସାଢେ ୪ଟା ରେ ସିଏଚଏସଇ ସମ୍ମିଳନୀ କକ୍ଷରେ ଯୁକ୍ତ ଦୁଇ ଇନଷ୍ଟାଣ୍ଟ ପରୀକ୍ଷା ଫଳ ପ୍ରକାଶ ଘୋଷଣା କରାଯିବ।

ALSO READ: Odisha Weather Report: ବିଜୁଳି ଘଡ଼ଘଡି଼ ସହ ଏହିସବୁ ଜିଲ୍ଲାରେ ହେବ ପ୍ରବଳ ବର୍ଷା, ବିଭାଗ ପକ୍ଷରୁ ଆଲର୍ଟ ଜାରି!

2/5

କଳା, ସାହିତ୍ୟ ଓ ଧନ୍ଦାମୂଳକ ପାଠ୍ୟକ୍ରମରେ  ୧୦୦୯ ଜଣ ଯୁକ୍ତ ଦୁଇ ଇନଷ୍ଟାଣ୍ଟ ପରୀକ୍ଷା ପାଇଁ ଆବେଦନ କରିଥିଲେ। 

 

3/5

ସେମାନଙ୍କ ମଧ୍ୟରୁ ୧୦୦୮ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ। କେବଳ ଜଣେ ପରୀକ୍ଷାର୍ଥୀ ଏଥିରୁ ବଞ୍ଚିତ ହୋଇଥିଲେ।

 

4/5

ଅପରାହ୍ନ ୪ଟା ୩୦ ରେ ପରୀକ୍ଷା ଫଳ ଘୋଷଣା ପରେ ୫ରୁ ଅନ୍-ଲାଇନ୍ ରେ ଏହି ରେଜଲ୍ଟ ଦେଖିପାରିବେ ଛାତ୍ରଛାତ୍ରୀ। ଏହି ଓ୍ବେବସାଇଟ୍ Odisha.gov.in ରେ ପ୍ରକାଶ ପାଇବ ରେଜଲ୍ଟ ।

 

5/5

ସୂଚନାଯୋଗ୍ୟ, ଜୁନ୍ ୨୫ ଓ ୨୬ ତାରିଖରେ ଯୁକ୍ତ ଦୁଇ ଇନଷ୍ଟାଣ୍ଟ ପରୀକ୍ଷା ହୋଇଥିଲା। 

 

;