Advertisement
Photo Details/zeeodisha/odisha2827492
photoDetails0hindi

Bahuda Yatra 2025: ଭକ୍ତଙ୍କ ମନ କିଣୁଛି କାଳିଆ ସାଆନ୍ତଙ୍କ ଏହିସବୁ ଫଟୋ, ଦେଖନ୍ତୁ

Bahuda Yatra 2025: ଆଜି ପବିତ୍ର ବାହୁଡା ଯାତ୍ରା। ମାଉସୀ ମାଆ ଘରୁ ପୋଡ ପିଠା ଖାଇ ଆଜି ଶ୍ରୀମନ୍ଦିର ଅଭିମୁଖେ ବାହୁଡିବେ ତିନି ଭାଇଭଉଣୀ। ଏନଇ ପହଣ୍ତି ବିଜେ ନୀତି ଶେଷ ହୋଇଛି।  ଦେଖନ୍ତୁ ଫଟୋରେ କିଛି ଝଲକ୍।...

1/6

ସରିଲା ପହଣ୍ଡି ବିଜେ ନୀତି। ରଥାରୂଢ଼ ଚତୁର୍ଦ୍ଧାମୂର୍ତ୍ତି।

 

2/6

ଦର୍ପଦଳନରେ ଶ୍ରୀ ସୁଦର୍ଶନ ଓ ଦେବୀ ସୁଭଦ୍ରା।

 

3/6

ତାଳଧ୍ବଜରେ ବିରାଜିଛନ୍ତି ବଡ଼ଠାକୁର ବଳଭଦ୍ର।

 

4/6

ନନ୍ଦିଘୋଷରେ ବିରାଜିଛନ୍ତି କାଳିଆ ସାଆନ୍ତ। 

 

5/6

କାଳିଆ ସାଆନ୍ତ ଯେତେବେଳେ ରଥାରୁଢ ହେଉଥିଲେ ସେ ସମୟର କିଛି ଦୃଶ୍ୟ ଭକ୍ତଙ୍କ ଆଖିରେ ଲୁହ ଆଣିଦେଇଥିଲା। 

 

6/6

ଶ୍ରୀମସ୍ତକରେ ଟାହିଆ ସୁଶୋଭିତ, ଘଣ୍ଟ, କାହାଳି ତାଳେ ତାଳେ ମହାପ୍ରଭୁ ଶ୍ରୀଜଗନ୍ନାଥ ଭାବବିହ୍ୱଳ ପରିବେଶ ମଧ୍ୟରେ ଧାଡ଼ି ପହଣ୍ଡିରେ ନନ୍ଦିଘୋଷ ରଥକୁ ବିଜେ କରୁଥିବାର ଦିବ୍ୟ ଦୃଶ୍ୟ ଭକ୍ତଙ୍କ ମନକୁ କିଣିଥିଲା । 

 

;