Advertisement
Photo Details/zeeodisha/odisha2827346
photoDetails0hindi

Bahuda Yatra 2025: ପହଣ୍ଡି ବିଜେ ନୀତିର କିଛି ଝଲକ୍, ଦେଖନ୍ତୁ ଫଟୋରେ ଖବର...

Bahuda Yatra 2025: ଆଜି ପବିତ୍ର ବାହୁଡା ଯାତ୍ରା। ମାଉସୀ ମାଆ ଘରୁ ପୋଡ ପିଠା ଖାଇ ଆଜି ଶ୍ରୀମନ୍ଦିର ଅଭିମୁଖେ ବାହୁଡିବେ ତିନି ଭାଇଭଉଣୀ। ଏନଇ ପହଣ୍ତି ବିଜେ ନୀତି ଆରମ୍ଭ ହୋଇଛି। ଦେଖନ୍ତୁ ଫଟୋରେ କିଛି ଝଲକ୍।...

1/5

ଆଜି ପବିତ୍ର ବାହୁଡା ଯାତ୍ରା। ପ୍ରଥମେ ଚକ୍ରରାଜ ଶ୍ରୀସୁଦର୍ଶନଙ୍କ ପହଣ୍ଡି ଆରମ୍ଭ ହୋଇଥିବା ବେଳେ ଧାଡ଼ି ପହଣ୍ଡିରେ ଆସି ରଥରେ ବିଜେ କରିଛନ୍ତି ସୁଦର୍ଶନ ।

 

2/5

ଘଣ୍ଟ, ହୁଳହୁଳିରେ କମ୍ପୁଛି ଶରଧାବାଲି। 

 

3/5

ସୁଦର୍ଶନଙ୍କ ପରେ ବଡ଼ଠାକୁର ବଳଭଦ୍ରଙ୍କ ପହଣ୍ଡି ହୋଇଛି। ଏହା ପରେ ଆରମ୍ଭ ହୋଇଛି ଦେବୀ ସୁଭଦ୍ରାଙ୍କ ପହଣ୍ଡି।

 

4/5

ଆଉ ଏବେ ଚାଲିଛି ମହାପ୍ରଭୁ ଜଗନ୍ନାଥଙ୍କ ପହଣ୍ଡି। 

 

5/5

ଆଜି ମହାପ୍ରଭୁ ଜଗନ୍ନାଥଙ୍କ ବାହୁଡ଼ା ଯାତ୍ରା, ମନ୍ଦିର ପ୍ରଶାସନ ଦ୍ୱାରା ସବୁ ନୀତିକାନ୍ତି ଚାଲିଛି। ପୋଲିସ ତରଫରୁ ବାହୁଡ଼ା ଯାତ୍ରାରେ ପୁରୀ ଜଗୁଛନ୍ତି ୨୦୫ପ୍ଲାଟୁନ୍ ଫୋର୍ସ। କଡ଼ା ସୁରକ୍ଷା ବଳୟରେ ରହିଛି ପୁରୀ ସହର। 

 

;