Advertisement
Photo Details/zeeodisha/odisha2857055
photoDetails0hindi

Amaresh Jena: ବିଜେଡିରୁ ବିଦା ହେଲେ ଅମରେଶ ଜେନା, ଦୁଷ୍କର୍ମ ମାମଲାରେ ହୋଇଥିଲେ ଗିରଫ

Amaresh Jena: ବିଜେଡି଼ କର୍ପୋରେଟର୍  ଅମରେଶ୍ ଜେନାଙ୍କୁ ଗିରଫ କରାଯିବା ପରେ ଚର୍ଚ୍ଚା ଜୋର ଧରିଛି।

 

1/5

 ଏନେଇ ବିଜେଡ଼ି ପକ୍ଷରୁ ତାଙ୍କୁ ଦଳରୁ ନିଲମ୍ବିତ(ସସପେଣ୍ତ) କରାଯାଇଛି। 

ALSO READ: Amaresh Jena Arrest: ବିଜେଡି଼ କର୍ପୋରେଟର ଅମରେଶ ଜେନା ଗିରଫ, ନାବାଳିକା ଦୁଷ୍କର୍ମ ମାମଲାରେ...

2/5

ବିଜେଡି ସଭାପତିଙ୍କ ନିର୍ଦ୍ଦେଶରେ ସସପେଣ୍ତ ନେଇ ବିଜ୍ଞପ୍ତି ସୂଚନା ଜାରି କରାଯାଇଛି। ନାବାଳିକା ଦୁଷ୍କର୍ମ ମାମଲାରେ ଆଜି ବାଲେଶ୍ବର ନୀଳଗିରିରୁ କମିଶନରେଟ୍ ପୋଲିସ୍ ତାଙ୍କୁ ଗିରଫ କରୁଛି। 

 

3/5

ସୂଚନା ଅନୁସାରେ,ଅମରେଶ୍ ଜେନାଙ୍କ ବିରୋଧରେ ୧୯ ବର୍ଷିୟ ଯୁବତୀ ଗତ ଜୁଲାଇ ୨୩ ତାରିଖରେ ଲକ୍ଷ୍ମୀସାଗର ଥାନାରେ ଅଭିଯୋଗ କରିଥିଲେ। ସେ ନିଜ ଅଭିଯୋଗରେ ଦର୍ଶାଇଥିଲେ ଯେ, ପ୍ରେମ କରି ପରେ ପ୍ରତାରଣା କରିଥିଲେ ଅମରେଶ୍।

4/5

 ତାଙ୍କୁ ବିବାହର ପ୍ରତିଶ୍ରୃତି ଦେଇ ବାରମ୍ବାର ଦୁଷ୍କର୍ମ କରିଥିଲେ। ପରେ ଭୃଣହତ୍ୟା ଭଳି ସଙ୍ଗୀନ୍ ଅଭିଯୋଗ ମଧ୍ୟ କରିଥିଲେ ଯୁବତୀ। 

 

5/5

ଏନଇ ଗତକାଲି ସମରେଶଙ୍କ ୫ଜଣ ସହଯୋଗୀ ଗିରଫ ହୋଇ କୋର୍ଟ ଚାଲାଣ ହୋଇଥିବା ବେଳେ ସମରେଶଙ୍କୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରହିଥିଲା। ଫଳରେ ଆଜି ତାଙ୍କୁ ପୋଲିସ୍ ବାଲେଶ୍ବରରୁ ଗିରଫ କରିଛି। 

 

;