Private Bank: ଓଡ଼ିଶା ସରକାର ଏବଂ ଏହାର ବିଭାଗଗୁଡ଼ିକର ବ୍ୟବସାୟ ଏବଂ ଜମା ପରିଚାଳନା ପାଇଁ ତାଲିକାଭୁକ୍ତ ବ୍ୟାଙ୍କ ତାଲିକାରୁ ତିନୋଟି ଘରୋଇ ବାଣିଜ୍ୟିକ ବ୍ୟାଙ୍କକୁ ବାଦ ଦିଆଯାଇଛି।
ଓଡ଼ିଶା ସରକାର ଏବଂ ଏହାର ବିଭାଗଗୁଡ଼ିକର ବ୍ୟବସାୟ ଏବଂ ଜମା ପରିଚାଳନା ପାଇଁ ତାଲିକାଭୁକ୍ତ ବ୍ୟାଙ୍କ ତାଲିକାରୁ ତିନୋଟି ଘରୋଇ ବାଣିଜ୍ୟିକ ବ୍ୟାଙ୍କକୁ ବାଦ ଦିଆଯାଇଛି।
HDFC, ICICI ଓ Axis ବ୍ୟାଙ୍କକୁ ନା', ବ୍ୟାଙ୍କ ସହ ଆର୍ଥିକ କାରବାର କରିବେନି ସରକାର।
ଏହି ବ୍ୟାଙ୍କ ଗୁଡିକରେ ସଞ୍ଚୟ ଜମା, କରେଣ୍ଟ ଜମା ତତ୍କାଳ ବନ୍ଦ ହେବ, ବର୍ତ୍ତମାନ ଫିକ୍ସଡ ଓ ଟର୍ମ ଡିପୋଜିଟ୍ ଟଙ୍କା ରହିବ।
ଫିକ୍ସଡ ଡିପୋଜିଟ୍ ଟଙ୍କା ଅବଧି ପରେ ଅନ୍ୟତ୍ର ଡିପୋଜିଟ୍ କରାଯିବ।
ବ୍ୟାଙ୍କ ମାନଦଣ୍ଡ ପୂରଣ ନ କରିବା ଓ ଗତ ଦୁଇ ବର୍ଷରେ ସରକାରଙ୍କ କିଛି ପ୍ରମୁଖ ଯୋଜନାକୁ କାର୍ଯ୍ୟକାରୀ କରିବାରେ ଏହି ବ୍ୟାଙ୍କ ଗୁଡିକର ଖରାପ ପ୍ରଦର୍ଶନ ଯୋଗୁଁ ଏଭଳି ନିଷ୍ପତ୍ତି ନେଇଛନ୍ତି ସରକାର।
ट्रेन्डिंग फोटोज़