Advertisement
Photo Details/zeeodisha/odisha2832006
photoDetails0hindi

Odisha Weather Report: ଭିଜିବ ଅଧା ଓଡ଼ିଶା, ୧୫ ଜିଲ୍ଲାରେ ଭୀଷଣ ବର୍ଷା ନେଇ ଅରେଞ୍ଜ ଆଲର୍ଟ ଜାରି!

Odisha Weather Report: ରାଜ୍ୟରେ ଜାରି ରହିଛି ବର୍ଷା। ତେବେ, ଏହାରି ଭିତରେ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ଆଉ ଏକ ଖୁସି କଲା ପରି ଖବର ଦେଇଛି। ତେବେ, ଆସନ୍ତୁ ଜାଣିବା ଆଜି କେଉଁ ସ୍ଥାନରେ ବର୍ଷା ସମ୍ଭାବନା ରହିଛି।

1/7

ରାଜ୍ୟର ଅନେକ ସ୍ଥାନରେ ଆଜି ବର୍ଷା ହେବାର ସମ୍ଭାବନା ରହିଛି। ୧୫ ଜିଲ୍ଲାରେ ବିଜୁଳି ଘଡ଼ଘଡି଼ ସହ ପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି।  

ALSO READ: Today Horoscope: ଆଜି ବଦଳିବ ଏହିସବୁ ରାଶିଙ୍କ ଭାଗ୍ୟ, ଜାଣନ୍ତୁ ଆପଣଙ୍କ ପାଇଁ କେମିତି ରହିବ ବୁଧବାର?

2/7

ଆସନ୍ତାକାଲି ଠାରୁ ୧୨ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ବର୍ଷାର ପରିମାଣ କମ୍ ରହିବ।  ୧୩ ରୁ ପୁଣି ବର୍ଷା ବଢିବା ନେଇ ଭୁବନେଶ୍ବର ସ୍ଥିତ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି। 

3/7

ଆଜି (ଗୁରୁବାର) କଳାହାଣ୍ତି, ନୂଆପଡା, ବଲାଙ୍ଗୀର, ବୌଦ୍ଧ, ସୋନପୁର, ବରଗଡ଼, ସମ୍ବଲପୁର,ଝାରସୁଗୁଡା, ଦେବଗଡ଼, ଅନୁଗୁଳ,ସୁନ୍ଦରଗଡ଼, କେନ୍ଦୁଝର, ନବରଙ୍ଗପୁର ଓ କୋରାପୁଟ୍ ରେ ବର୍ଷା ହେବାର ସମ୍ଭାବନା ରହିଛି।  ଏହିସବୁ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି। 

 

4/7

୩୦ ରୁ ୪୦ କିମି ବେଗରେ ପବନ ବହିବା ନେଇ ସତର୍କତା ଜାରି କରାଯାଇଛି।  

 

5/7

ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, ଜଗତସିଂହପୁର, କଟକ, ଢେଙ୍କାନାଳରେ ଘଡ଼଼ଘ଼ଡି ସହ ବର୍ଷା ଆଶଙ୍କା ରହିଛି। 

 

6/7

୧୦ ଓ ୧୧ ରେ ବିଶେଷ ବର୍ଷା ନାହିଁ।  ଅଳ୍ପ କିଛି ସ୍ଥାନରେ ବର୍ଷା ହୋଇପାରେ। 

 

7/7

୧୨ ରେ ଅନେକ ସ୍ଥାନରେ ବର୍ଷା ହୋଇପାରେ।  ମାତ୍ର ବଡ଼ ବର୍ଷା ସମ୍ଭାବନା ନାହିଁ।  ୧୩ ରୁ ପୁଣି ବର୍ଷାର ପରିମାଣ ବଢିପାରେ।  

 

;