Advertisement
Photo Details/zeeodisha/odisha2744051
photoDetails0hindi

Mangal Gochar 2025: ୧୨ ମଇରେ ଗତି ବଦଳାଇବେ ମଙ୍ଗଳ, ମିଥୁନ ଓ ତୁଳା ସହ ଏହି ରାଶି ପାଇବେ ଖୁସି

Mangal Gochar 2025: ମଇ ମାସରେ ମଙ୍ଗଳ ନକ୍ଷତ୍ର ପରିବର୍ତ୍ତନ କରିବେ । ମଙ୍ଗଳଙ୍କ ଏହି ଚଳନ କିଛି ରାଶି ପାଇଁ ଆର୍ଥିକ ଲାଭ ଆଣିଦେବ ।

1/6

୧୨ ମଇ ୨୦୨୫ ସକାଳ ୮:୫୫ ରେ ମଙ୍ଗଳ ନକ୍ଷତ୍ର ପରିବର୍ତ୍ତନ କରିବେ । ଏହା ପରେ ମଙ୍ଗଳ ୭ ଜୁନ୍ ପର୍ଯ୍ୟନ୍ତ ଅଶ୍ଲେଷା ନକ୍ଷତ୍ରରେ ରହିବେ।

2/6

ଜ୍ୟୋତିଷଙ୍କ ମତ ଅନୁଯାୟୀ, ଅଶ୍ଳେଷା ନକ୍ଷତ୍ରର ଅଧିପତି ହେଉଛନ୍ତି କର୍କଟ ରାଶି । ଅଶ୍ଳେଷା ନକ୍ଷତ୍ରର ଅଧିପତି ହେଉଛନ୍ତି ଗ୍ରହରାଜକୁମାର ବୁଧ । ଯାହା ବୁଦ୍ଧି, କଥାବାର୍ତ୍ତା, ବ୍ୟବସାୟ ଏବଂ ଯୋଗାଯୋଗକୁ ନିୟନ୍ତ୍ରଣ କରିଥାନ୍ତି।

3/6

ମିଥୁନ ରାଶି

ମଙ୍ଗଳଙ୍କ ଚଳନ ପ୍ରଭାବ ଆପଣଙ୍କ ପାଇଁ ଲାଭଦାୟକ ସାବ୍ୟସ୍ତ ହେବ। ଏହି ସମୟରେ ଆର୍ଥିକ ସ୍ଥିତିରେ ଉନ୍ନତି ହେବ । ନିବେଶ କରିବାକୁ ଚାହୁଁଥିଲେ ରାସ୍ତା ଖୋଲିବ। ପାରିବାରିକ ସମ୍ପର୍କରେ ମଧୁରତା ଭରିଯିବ । ଏହି ସମୟ ଆପଣଙ୍କ ପାଇଁ ସମ୍ପୂର୍ଣ୍ଣ ଅନୁକୂଳ ସାବ୍ୟସ୍ତ ହେବ । ଜୀବନରେ ଖୁସି ବଢିବାକୁ ଲାଗିବ ।

4/6

ତୁଳା ରାଶି

ଏହି ଚଳନ ଆପଣଙ୍କ ପାଇଁ ଶୁଭ ହେବ। ଆପଣଙ୍କ ଆର୍ଥିକ ସ୍ଥିତିରେ ଉନ୍ନତି ହେବ। ପରିବାର ସଦସ୍ୟଙ୍କ ମଧ୍ୟରେ ହସ ଖୁସିର ଲହରୀ ରହିବ । ସ୍ୱାସ୍ଥ୍ୟ ଖରାପ ଥିଲେ ସେଥିରେ ଉନ୍ନତି ହେବାକୁ ଲାଗିବ ।

5/6

ମକର ରାଶି

ଆପଣଙ୍କ ପାଇଁ ଏହି ଚଳନ ଖୁସି ଆଣିଦେବ । ଆୟର ନୂଆ ଉତ୍ସ ଖୋଲିବ। ବ୍ୟବସାୟରେ ଲାଭ ଅଧିକ ହେବ । ଚାକିରି କ୍ଷେତ୍ରରେ ଦରମା ବଢିବାର ସମ୍ଭାବନା ଅଛି। ସ୍ୱାସ୍ଥ୍ୟ ଭଲ ରହିବ ।

6/6

Disclamer: ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ଜ୍ୟୋତିଷ ଶାସ୍ତ୍ର, ପଞ୍ଚାଙ୍ଗ, ପୁରାଣ ତଥ୍ୟରୁ ମିଳିଥିବା ସୂଚନା ଅନୁଯାୟୀ ଏହି ତଥ୍ୟ ପ୍ରଦାନ କରାଯାଇଛି। ଏଥିପାଇଁ ZEE ODISHA NEWS ଦାୟୀ ରହିବ ନାହିଁ ।

;