World continental bronze
World Continental Bronze: ୧୦୦ ମିଟର ହର୍ଡଲ୍ସରେ ପ୍ରଜ୍ଞା ପ୍ରଶାନ୍ତି ସାହୁ ପ୍ରଥମ
ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା ବିଶ୍ବସ୍ତରୀୟ ପ୍ରତିଯୋଗିତାରେ ପ୍ରାୟ ୧୭ ଦେଶର ୧୬୦ ପ୍ରତିଯୋଗୀ ଅଂଶଗ୍ରହଣ କରିଛନ୍ତି। ୧୮ଟି ଇଭେଣ୍ଟରେ ଅନେକ ପ୍ରକାର ପ୍ରତିଯୋଗିତା ଅନୁଷ୍ଠିତ ହେଉଛି।
Aug 10,2025, 19:31 PM IST
Odia News
ଚନ୍ଦ୍ରଭାଗା ସମୁଦ୍ରରେ ଅଘଟଣ, ବୁଡିଗଲେ ୩ ଯୁବକ
ଇକୋରିଟ୍ରିଟ୍ ନିକଟରେ ମୃତ ୨ ଯୁବକ ଭୁବନେଶ୍ବରର ହୋଇଥିବା ସମୟରେ ଅନ୍ୟ ମୃତ ଯୁବକ ପାହାଳ ଅଞ୍ଚଳର ହୋଇଥିବା ସୂଚନା ମିଳିଛି ।
Aug 10,2025, 19:04 PM IST
Yuti 2025
Yuti 2025: ଗୁରୁ ଏବଂ ଶୁକ୍ରଙ୍କ ପ୍ରଭାବ, ୨୧ ଅଗଷ୍ଟରୁ ୩ ରାଶିର ଭାଗ୍ୟ ଚମକିବ
Guru Shukra Yuti 2025: ୨୧ ଅଗଷ୍ଟ ପର୍ଯ୍ୟନ୍ତ ଗୁରୁ-ଶୁକ୍ରଙ୍କ ମିଥୁନ ରାଶିରେ ରହିବ। ୨୧ ଅଗଷ୍ଟରେ ଶୁକ୍ରଙ୍କ ଚଳନ ମାତ୍ରେ ତିନୋଟି ରାଶି ଲାଭ ପାଇବାର ସମ୍ଭାବନା ଅଛି।
Aug 10,2025, 18:50 PM IST
Gold rate
Gold Rate: ଏହି ସପ୍ତାହରେ କେତେ ପରିବର୍ତ୍ତନ ହେଲା ସୁନା ଦର ? ଜାଣନ୍ତୁ
Gold Rate Weekly Update: ଗତ ଗୋଟିଏ ସପ୍ତାହ ମଧ୍ୟରେ ସୁନା ମୂଲ୍ୟରେ ବଡ଼ ପରିବର୍ତ୍ତନ ହୋଇଛି। ସୁନା କେବଳ MCX ରେ ନୁହେଁ ବରଂ ଘରୋଇ ବଜାରରେ ମଧ୍ୟ ଦ୍ରୁତ ଗତିରେ ବୃଦ୍ଧି ପାଇଛି।
Aug 10,2025, 17:11 PM IST
କୋରାପୁଟରେ ୬୫୦ ଶଯ୍ୟା ବିଶିଷ୍ଟ ଚିକିତ୍ସାଳୟର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ
ଜୟପୁର-ବ୍ରହ୍ମପୁର-ଭୁବନେଶ୍ୱର ଈକୋନୋମିକ କରିଡୋର ୬ ଲେନ ବିଶିଷ୍ଟ ରାସ୍ତା ଖୁବ ଶୀଘ୍ର ନିର୍ମାଣ ହେବ । ଶହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଏବଂ ହସ୍ପିଟାଲରେ ସମସ୍ତ ଖାଲି ପଡ଼ିଥିବା ସ୍ୱାସ୍ଥ୍ୟ ସେବା ପଦବୀ ଖୁବ ଶୀଘ୍ର ପୂରଣ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।
Aug 10,2025, 16:17 PM IST
Top 10 news
Top 10 News: ପଟ୍ଟାମୁଣ୍ଡାଇ ଘଟଣାରେ ପୁରୁଷ ବନ୍ଧୁ ଗିରଫ, ଖୋଲିଲା ରେଙ୍ଗାଲି ଡ୍ୟାମ୍ ଓ ଅନ୍ୟ ଖବର
Top 10 News Today: ରାଜ୍ୟ ତଥା ଦେଶ ବିଦେଶର ସବୁ ବଡ଼ ଖବର ପଢନ୍ତୁ ଚୁଟକୀରେ
Aug 10,2025, 15:58 PM IST
shadashtak yoga
Shadashtak yog: ୧୭ ଅଗଷ୍ଟରେ ଶନି-ସୂର୍ଯ୍ୟଙ୍କ ପ୍ରଭାବରୁ ଷଡାଷ୍ଟକ ଯୋଗ, ୪ ରାଶିରେ ପ୍ରଭାବ
Shani Surya Effects: ୧୭ ଅଗଷ୍ଟରେ ଶନି ଏବଂ ସୂର୍ଯ୍ୟଙ୍କ ପ୍ରଭାବରୁ ଷଡାଷ୍ଟକ ଯୋଗ ଗଠନ ହେବାକୁ ଯାଉଛି । ଏହି ଯୋଗ ୧ ମାସ ପର୍ଯ୍ୟନ୍ତ ରହିବ। ଏହି କାରଣରୁ କିଛି ରାଶିକୁ ଜୀବନରେ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିପାରେ।
Aug 10,2025, 15:18 PM IST
Ollywood News
ଆସୁଛି 'ଚ୍ୟାଲେଞ୍ଜ', ଅର୍ଦ୍ଧେନ୍ଦୁଙ୍କ ଭଉଣୀ ଭୂମିକାରେ ଚୁଲବୁଲି ନାୟିକା ଲିପି
ଚ୍ୟାଲେଞ୍ଜ ଫିଲ୍ମ ଜରିଆରେ ପ୍ରଥମଥର ପାଇଁ ଅର୍ଦ୍ଧେନ୍ଦୁଙ୍କ ଭଉଣୀ ଭୂମିକାରେ ଚୁଲବୁଲି ନାୟିକା ଲିପି, ରାକ୍ଷୀ ପୂର୍ଣ୍ଣିମାରେ ହେଲା ପୋଷ୍ଟରର ପବ୍ଲିସିଟି
Aug 10,2025, 14:34 PM IST
Lucky Zodiac Sign
Lucky Zodiac Sign: ୧୦ ଅଗଷ୍ଟରେ ଦ୍ୱୀପୁଷ୍କର ଯୋଗ, ୫ ରାଶିର ଭାଗ୍ୟ ଉଜ୍ୱଳ
Top 5 Lucky Zodiac Sign, 10 August 2025: ଦିନଟିରେ ଗଠନ ହୋଇଥିବା ଶୁଭଯୋଗ ପ୍ରଭାବରେ ୫ଟି ରାଶିର ବ୍ୟକ୍ତିବିଶେଷ ଶୁଭଫଳ ପାଇବେ ।
Aug 9,2025, 22:06 PM IST
Heavy Rain Alert
Weather News: ପାଣିପାଗ ବିଭାଗର ତାଜା ଅପଡେଟ୍, ଏହିସବୁ ସ୍ଥାନରେ ହେବ ପ୍ରବଳ ବର୍ଷା !
ଏକ ଲଘୁଚାପ ଅଞ୍ଚଳ ଗଠନକୁ ଦୃଷ୍ଟିରେ ରଖି, ୧୨ ଅଗଷ୍ଟ ୨୦୨୫ ଏବଂ ୧୩ ଅଗଷ୍ଟ ୨୦୨୫ ରେ ଓଡ଼ିଶାର ଜିଲ୍ଲାଗୁଡ଼ିକରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଏବଂ ବଜ୍ରପାତ ହେବାର ସମ୍ଭାବନା ରହିଛି। ଏନେଇ ସୂଚନା ଦେଇଛି ପାଣିପାଗ ବିଭାଗ ।
Aug 9,2025, 20:42 PM IST
shani gochara
Shanidev Effects: ଶନିଦେବଙ୍କ ମହା ପ୍ରଭାବ, ୫ ରାଶିର ଭାଗ୍ୟ ବଦଳି ଆସିବ ସୁଖ
Shani Nakshatra Gochar: ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ୧୮ ଅଗଷ୍ଟ ୨୦୨୫ ରେ, ନ୍ୟାୟ ଏବଂ କର୍ମଫଳ ଦାତା ଶନି ଦେବ ପୁଣି ଥରେ ଗତି ପରିବର୍ତ୍ତନ କରିବାକୁ ଯାଉଛନ୍ତି। ଏହି ଦିନ, ଶନି ଦେବ ଉତ୍ତର ଭାଦ୍ରପଦ ନକ୍ଷତ୍ରରେ ଚଳନ କରିବେ । ଏହା ମୀନ ରାଶି ଅଧିନରେ ଆସୁଛି ।
Aug 9,2025, 19:46 PM IST
kidney stone
Kidney Stone: କିଡନୀ ଷ୍ଟୋନ୍ର ବିପଦକୁ ବଢ଼ାଏ ଏହି ସବୁ ଜିନିଷ...
Why do Kidney Stones Happen: ବର୍ତ୍ତମାନ ସମୟରେ କିଡ୍ନୀ ଷ୍ଟୋନ୍ ଖୁବ ସାଧାରଣ ହୋଇଗଲାଣି। କିଡନୀରେ ଷ୍ଟୋନ୍ ହେବା ପଛରେ ଆମର ଖାଦ୍ୟପେୟ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ। ଆଜି ଆପଣଙ୍କୁ ଜଣାଇବୁ କେଉଁ ଜିନିଷଗୁଡ଼ିକୁ ଅଧିକ ଖାଇବା ଦ୍ୱାରା କିଡ୍ନୀ ଷ୍ଟୋନ୍ ବିପଦ ବଢ଼ିଥାଏ।
Aug 9,2025, 19:03 PM IST
crime news
ଅପରାଧ ଏବଂ ଅପରାଧୀଙ୍କ ଉପରେ ଲାଗିବ ରୋକ ! ଆରମ୍ଭ ହୋଇଛି ଅପରେସନ "ଗରୁଡ଼"
ଏହି ଅପରେସନର ପ୍ରଥମ ସପ୍ତାହରେ ସମସ୍ତ ଜିଲ୍ଲାର ଏସପି ଓ ଅନ୍ୟାନ୍ୟ ଅଧିକାରୀ ସାମିଲ ହୋଇ ଅପରାଧ ଏବଂ ଅପରାଧୀଙ୍କୁ ରୋକିବାରେ ଉଲ୍ଲେଖନୀୟ ସଫଳତା ହାସଲ କରିଛନ୍ତି ।
Aug 9,2025, 17:49 PM IST
ହସ୍ପିଟାଲରେ ଅଗ୍ନିକାଣ୍ଡ, କାଚ ଭାଙ୍ଗି ରୋଗୀଙ୍କୁ ଉଦ୍ଧାର କରାଗଲା
ଦିଲ୍ଲୀ ଅଗ୍ନିଶମ ବିଭାଗ ଅନୁଯାୟୀ, ହସ୍ପିଟାଲରେ ନିଆ ଲାଗିବା ପରେ ପ୍ରବଳ ଧୂଆଁ ଉଠିଥିଲା ସେହି ସମୟରେ କାଚ ଭାଙ୍ଗି ୧୧ ଜଣ ରୋଗୀଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଥିଲା। ଅବଶିଷ୍ଟ ଅକ୍ସିଜେନ ସିଲିଣ୍ଡରଗୁଡ଼ିକୁ ହସ୍ପିଟାଲରୁ ପଦାକୁ ବାହାର କରାଯାଇଥିଲା । ନଚେତ୍ ଏକ ବଡ଼ ଦୁର୍ଘଟଣା ଘଟିଥାନ୍ତା ବୋଲି କୁହାଯାଉଛି।
Aug 9,2025, 17:27 PM IST
Weekly Tarot Card Reading
Weekly Tarot Reading: ନୂଆ ସପ୍ତାହଟି କିପରି ବିତିବ ? ପଢନ୍ତୁ ମେଷଠୁ ମୀନ ୧୨ରାଶିର ଭାଗ୍ୟଫଳ
Weekly Horoscope Tarot Reading, 11 to 17 August 2025: ଟାରୋ କାର୍ଡ ଗଣନା ଅନୁସାରେ ବୃଷ, କର୍କଟ ରାଶି ସମେତ ୬ ଟି ରାଶି ପାଇଁ ସପ୍ତାହଟି ଫଳପ୍ରଦ ହେବ।
Aug 9,2025, 16:42 PM IST
ମିଳିଲା ସୁଭଦ୍ରା ଟଙ୍କା, କଂଗ୍ରେସ ବିଧାୟକଙ୍କୁ ରାକ୍ଷୀ ବାନ୍ଧିଲେ ଉପମୁଖ୍ୟମନ୍ତ୍ରୀ ଓ ଅନ୍ୟ ଖବର
Aug 9,2025, 15:56 PM IST
SSC 2025 exam
SSC 2025 ପରୀକ୍ଷା ସମ୍ପର୍କରେ ଗୁରୁତ୍ୱପୂର୍ଣ୍ଣ ସୂଚନା...
SSC 2025: ଆଶାୟୀ ପ୍ରାର୍ଥୀଙ୍କ ପାଇଁ SSC ପରୀକ୍ଷା ସମ୍ପର୍କରେ ଗୁରୁତ୍ୱପୂର୍ଣ୍ଣ ସୂଚନା...ଜାଣିରଖିବା ଜରୁରୀ
Aug 9,2025, 14:55 PM IST
Subhadra 3rd installment money
ଖାତାକୁ ଆସିଲା ‘ସୁଭଦ୍ରା’ ଟଙ୍କା, ଅଭିଭାଷଣରେ ପୂର୍ବ ସରକାରଙ୍କୁ ଟାର୍ଗେଟ୍ କଲେ ମୁଖ୍ୟମନ୍ତ୍ରୀ
ରାକ୍ଷୀ ପୂର୍ଣ୍ଣମୀ ଅବସରରେ ଆଜି ରାଜ୍ୟର ମହିଳାମାନଙ୍କୁ ସୁଭଦ୍ରା ଟଙ୍କା ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ ।
Aug 9,2025, 14:41 PM IST
Lucky Zodiac Sign: ୯ ଅଗଷ୍ଟରେ ସୌଭାଗ୍ୟ ଯୋଗ, ୫ ରାଶିର ଭାଗ୍ୟ ଉଜ୍ୱଳ
Top 5 Lucky Zodiac Sign, 9 August 2025: ଦିନଟିରେ ଗଠନ ହୋଇଥିବା ଶୁଭଯୋଗ ପ୍ରଭାବରୁ ମେଷ, ମିଥୁନ, କର୍କଟ, ତୁଳା ଏବଂ ମକର ରାଶିର ବ୍ୟକ୍ତିବିଶେଷଙ୍କ ପାଇଁ କେଉଁ କ୍ଷେତ୍ରରେ ଶୁଭଫଳ ମିଳିବ ଆସନ୍ତୁ ଜାଣିବା ।
Aug 8,2025, 22:15 PM IST
Accident News
Baripada: ଓଲଟିଲା ପିକ୍ଅପ୍ ଭ୍ୟାନ୍, ୧୨ ଗୁରୁତର
ଗୁରୁତର ହୋଇଥିବା ୧୨ ଜଣ ଯାତ୍ରୀଙ୍କୁ ସ୍ଥାନୀୟ ମୋରଡ଼ା ଓ କିଶାନତାଣ୍ଡି ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ସୂଚନା ମିଳିଛି ।
Aug 8,2025, 21:16 PM IST
BSF Recruitment 2025
BSF Recruitment 2025: ସୀମା ସୁରକ୍ଷା ବାହିନୀରେ ନିଯୁକ୍ତି ସୁଯୋଗ, ଏମିତି କରନ୍ତୁ ଆବେଦନ
BSF Constable Recruitment 2025: ସୀମା ସୁରକ୍ଷା ବାହିନୀରେ 3 ହଜାରରୁ ଅଧିକ କନେଷ୍ଟବଳ (ଟ୍ରେଡସମ୍ୟାନ୍) ପଦବୀ ପାଇଁ ନିଯୁକ୍ତି ବିଜ୍ଞପ୍ତି ପ୍ରକାଶିତ ହୋଇଛି। କନେଷ୍ଟବଳ ପଦବୀ ପାଇଁ ଆବେଦନ କରିବାକୁ ଚାହୁଁଥିବା ପ୍ରାର୍ଥୀ ସରକାରୀ ୱେବସାଇଟ୍ ଭିଜିଟ୍ କରି ଅନଲାଇନରେ ଆବେଦନ କରିପାରିବେ। ଆବେଦନ କରିବାର ଶେଷ ତାରିଖ ରହିଛି 23 ଅଗଷ୍ଟ 2025।
Aug 8,2025, 20:51 PM IST
Budh Gochar 2025
Budh Gochar 2025: କର୍କଟ ରାଶିରେ ବୁଧଙ୍କ ଚଳନ, ଆଜିଠୁ ଖୋଲିଲା ୫ ରାଶିର ଭାଗ୍ୟର ତାଲା
ବୁଧଙ୍କ ଉଦୟ ଅନେକ ରାଶି ପାଇଁ ଶୁଭଫଳ ଆଣିଦେବ । ଆସନ୍ତୁ ଜାଣିବା ବୁଧଙ୍କ ଉଦୟ ଏବଂ ପ୍ରତ୍ୟକ୍ଷ ଗତି କାରଣରୁ କେଉଁ ରାଶିର ବ୍ୟକ୍ତିବିଶେଷ ଲାଭ ପାଇବେ ।
Aug 8,2025, 19:49 PM IST
Gold Rate: ରକ୍ଷାବନ୍ଧନ ପୂର୍ବରୁ ବଢିଲା ସୁନାର ଚମକ, ଜାଣନ୍ତୁ ଅପଡେଟ୍ ମୂଲ୍ୟ
Gold Rate: ଶୁକ୍ରବାର ସୁନା ମୂଲ୍ୟ 800 ଟଙ୍କା ବୃଦ୍ଧି ପାଇ ପ୍ରତି 10 ଗ୍ରାମ ପ୍ରତି 1,03,420 ଟଙ୍କାରେ ପହଞ୍ଚିଛି। ରୂପାର ମୂଲ୍ୟ 1,000 ଟଙ୍କା ବୃଦ୍ଧି ପାଇ ପ୍ରତି କିଲୋଗ୍ରାମ ପିଛା 1,15,000 ଟଙ୍କା (ସମସ୍ତ ଟିକସ ସମେତ) ହୋଇଛି।
Aug 8,2025, 19:06 PM IST
Corrupt officer: ସରକାରୀ ଚାକିରି କରି ନେଉଥିଲେ ଉପୁରି, ଭିଜିଲାନ୍ସ ଜାଲରେ ପଡିଥିଲେ ଏମାନେ
ରାଜ୍ୟରେ ଅନେକ ସରକାରୀ ଅଧିକାରୀ ବ୍ୟାପକ ଦୁର୍ନିତୀରେ ଲିପ୍ତ ଥିବା କିଛି ମାସ ମଧ୍ୟରେ ସାମ୍ନାକୁ ଆସିଛି ।
Aug 8,2025, 18:45 PM IST
Weekly Lucky Zodiac Sign
Weekly lucky zodiac sign: ନୂଆ ସପ୍ତାହରେ ଆଦିତ୍ୟ ଯୋଗ, ୫ ରାଶିର ଭାଗ୍ୟ ଉଜ୍ୱଳ
Weekly Luckiest Zodiac Sign: ନୂଆ ସପ୍ତାହରେ କେଉଁ ରାଶି ଭାଗ୍ୟଶାଳୀ ଆସନ୍ତୁ ଜାଣିବା ।
Aug 8,2025, 16:59 PM IST
Top 10 News: କାଲି ମିଳିବ ସୁଭଦ୍ରା ଟଙ୍କା, ଡିଜି ଅଫିସ୍ ଘେରାଉ କଲା କଂଗ୍ରେସ ଏବଂ ଅନ୍ୟ ଖବର
Aug 8,2025, 15:58 PM IST
ଭୁବନେଶ୍ୱରରେ ଉଦଘାଟିତ ହେଲା ସ୍କୋଡା ଅଟୋ ଇଣ୍ଡିଆର ୨ଟି ନୂଆ ଟଚ୍ପଏଣ୍ଟ
ଉଦ୍ଘାଟନ ସମୟରେ ସ୍କୋଡା ଅଟୋ ଇଣ୍ଡିଆର ବ୍ରାଣ୍ଡ ନିର୍ଦ୍ଦେଶକ ଅଶିଷ ଗୁପ୍ତା କହିଥିଲେ ଯେ, “ଭୁବନେଶ୍ୱର ଓ ଓଡ଼ିଶା ଆମ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ବଜାର। ଏହି ନୂତନ ଟଚ୍ପଏଣ୍ଟ ସେଣ୍ଟର ଆମ ଦେଶବ୍ୟାପୀ ନେଟୱାର୍କ ବିକାଶର ଏକ ପ୍ରମାଣ । ଏହା ଗ୍ରାହକଙ୍କୁ ଉତ୍କୃଷ୍ଟ ସେଲ୍ସ୍ ଓ ଆଫ୍ଟରସେଲ୍ସ୍ ଅନୁଭବ ଦେବା ଆମର ପ୍ରତିବଦ୍ଧତାକୁ ପ୍ରମାଣିତ କରିବ" ।
Aug 8,2025, 15:04 PM IST
Jollywood news
Sonali Panda: ଥାନାର ଦ୍ୱାରସ୍ଥ ହେଲେ ଯାତ୍ରା ଅଭିନେତ୍ରୀ ସୋନାଲି ପଣ୍ଡାଙ୍କ ପୁଅ
ଯାତ୍ରା ଅଭିନେତ୍ରୀ ସୋନାଲି ପଣ୍ଡାଙ୍କୁ ନେଇ ବିବାଦ ଥମିବାରେ ନାଁ ନେଉନି । ବିଗତ ବର୍ଷେ ହେବ ସୋନାଲିଙ୍କ ଅତୀତ କାହାଣୀ ଚର୍ଚ୍ଚାରେ ରହିଛି ।
Aug 8,2025, 14:48 PM IST
Lucky Zodiac Sign: ଅଗଷ୍ଟ ୬ରେ ବୁଧାଦିତ୍ୟ ଯୋଗ, ୫ ରାଶିର ଭାଗ୍ୟ ଉଜ୍ୱଳ
Top 5 Lucky Zodiac Sign, 6 August 2025: ଦିନରେ ଗଠନ ହୋଇଥିବା ଶୁଭଯୋଗ ପ୍ରଭାବରେ ୫ଟି ରାଶିର ବ୍ୟକ୍ତିବିଶେଷ ଶୁଭଫଳ ପାଇବାକୁ ଯାଉଛନ୍ତି ।
Aug 5,2025, 22:47 PM IST
puri news
ଶ୍ରୀମନ୍ଦିର ସୁରକ୍ଷା ଆଇନରେ ସଂଶୋଧନ ପାଇଁ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ
ଚାରୋଟି ବିନ୍ଦୁ ଉପରେ ଯାହା ପ୍ରସ୍ତାବ ରହିବ ସରକାରଙ୍କୁ ସୁପାରିଶ କରାଯିବ। ଶ୍ରୀମନ୍ଦିର ଆଇନର ସଂଶୋଧନ କରିବା ପାଇଁ ଦିଆଯିବ। ପ୍ରଥମ ବିନ୍ଦୁରେ ଯଦି କୌଣସି ବ୍ୟକ୍ତି ଅନଧିକୃତ ଭାବେ କୋଣସି ମୋବାଇଲ ଫୋନ୍ ବା କ୍ୟାମେରା କି ଇଲେକ୍ଟ୍ରୋନିକସ ଡିଭାଇସ୍ ବ୍ୟବହାର କରୁଛନ୍ତି ଯଦି ମୋବାଇଲ ଫୋନ୍ ଜାଣତରେ ବ୍ୟବହାର କରୁଛନ୍ତି କି ଶ୍ରୀଜୀଉମାନଙ୍କର କି ପାର୍ଶ୍ଵଦେବାଦେବୀଙ୍କର ତେବେ ଦଣ୍ଡବିଧାନର ପ୍ରସ୍ତାବ ରହିବ।
Aug 5,2025, 22:31 PM IST
ସୀମାରେ ଅସ୍ତ୍ରବିରତି ଉଲ୍ଲଂଘନ କଲା ପାକିସ୍ତାନ, ଭାରତୀୟ ସେନା ଦେଲା ଜବାବ
ପାକିସ୍ତାନ ସେନା ମଙ୍ଗଳବାର, 05 ଅଗଷ୍ଟ 2025 ରେ ପୁଞ୍ଚ ଜିଲ୍ଲାର ମାନକୋଟ ସେକ୍ଟରରେ ନିୟନ୍ତ୍ରଣ ରେଖାରେ ଅସ୍ତ୍ରବିରତି ଉଲ୍ଲଂଘନ କରିଥିବା ସୂଚନା ମିଳିଛି। ଭାରତୀୟ ସେନା ବହୁତ ପ୍ରଭାବଶାଳୀ ଭାବରେ ଏହାର ଜବାବ ଦେଇଛି।
Aug 5,2025, 21:17 PM IST
ଆଉ ୨୦୦ MBBS ସିଟ୍ ପାଇଁ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କୁ ପ୍ରସ୍ତାବ ଦେଲେ ମୁକେଶ ମହାଲିଙ୍ଗ
ଜାରି କରାଯାଇଥିବା ଚିଠିରେ ଲେଖାଯାଇଛି ଯେ, ଓଡ଼ିଶା ସ୍ୱାସ୍ଥ୍ୟ ବିଜ୍ଞାନ ବିଶ୍ୱବିଦ୍ୟାଳୟ ଅଧୀନରେ ପବିତ୍ର ମୋହନ ପ୍ରଧାନ ମେଡିକାଲ କଲେଜ, (PMPMC) ତାଳଚେର ଏବଂ ସରକାରୀ ମେଡିକାଲ କଲେଜ (GMC), ଫୁଲବାଣୀରେ 2025-26 ଶିକ୍ଷାବର୍ଷ ପାଇଁ 100 ଜଣ MBBS ଛାତ୍ରଛାତ୍ରୀଙ୍କ ପ୍ରବେଶ ପାଇଁ ଅନୁମତି ପତ୍ର (LoP) ପ୍ରଦାନ ସମ୍ପର୍କରେ ମୁଁ ଆପଣଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ଚାହୁଁଛି।
Aug 5,2025, 20:31 PM IST
bsnl plan
BSNL New plan: ୨ଟି ଜବରଦସ୍ତ ନୂଆ ପ୍ଲାନ ଲଞ୍ଚ କରିଛି ବିଏସଏନଏଲ, ଦିନକୁ ମିଳିବ 2GB
BSNL New Recharge plan: ଭାରତ ସଂଚାର ନିଗମ ଲିମିଟେଡ୍ (BSNL) 97 ଟଙ୍କା ଏବଂ 365 ଟଙ୍କାର ପ୍ରିପେଡ୍ ରିଚାର୍ଜ ପ୍ଲାନ୍ ଲଞ୍ଚ କରିଛି। ଏହା ସହିତ, କମ୍ପାନୀ 1,999 ଟଙ୍କା ଏବଂ 399 ଟଙ୍କାର ପ୍ଲାନକୁ ମଧ୍ୟ ଅପଡେଟ୍ କରିଛି। ପୂର୍ବରୁ, କମ୍ପାନୀ 997 ଟଙ୍କାର ଏକ ପ୍ଲାନ ମଧ୍ୟ ଲଞ୍ଚ କରିଥିଲା।
Aug 5,2025, 20:00 PM IST
mars transit
Mars Transit: ତୁଳା ରାଶିରେ ମଙ୍ଗଳ ଚଳନ, ୩ ରାଶି ପାଇଁ ଶୁଭ ସେପ୍ଟେମ୍ୱର
Mars Transit: ସେପ୍ଟେମ୍ବର ମାସରେ ମଙ୍ଗଳ ତୁଳା ରାଶିରେ ଚଳନ କରିବେ। ମଙ୍ଗଳଙ୍କ ରାଶି ପରିବର୍ତ୍ତନ କାରଣରୁ କିଛି ରାଶିର ଭାଗ୍ୟ ଚମକିବାକୁ ଯାଉଛି ।
Aug 5,2025, 19:19 PM IST
ବାରମ୍ୱାର ଶ୍ରୀମନ୍ଦିର ଭିତରକୁ ଯାଉଛି ହିଡେନ୍ କ୍ୟାମେରା, ଧରାପଡିଲେ ଆଉଜଣେ
୧୦ ଦିନ ମଧ୍ୟରେ ତିନିଜଣଙ୍କ ଭକ୍ତଙ୍କ ନିକଟରୁ ହିଡେନ୍ କ୍ୟାମେରା ଜବତ ହୋଇଛି । ଗତକାଲି ଗୁଜୁରାଟର ଜଣେ ଭକ୍ତ ଶ୍ରୀମନ୍ଦିର ଭିତରକୁ ହିଡେନ୍ କ୍ୟାମେରା ନେଇ ଧରାପଡିଥିଲେ।
Aug 5,2025, 18:47 PM IST
Gold Rate: ପୁଣି ବଢିଲା ସୁନା ସହ ରୂପା ଦର, ଜାଣନ୍ତୁ କାରଣ
Gold and Silver Price: ମଙ୍ଗଳବାର ସୁନା ମୂଲ୍ୟ ୮୦୦ ଟଙ୍କା ବୃଦ୍ଧି ପାଇ ୧୦ ଗ୍ରାମ ପିଛା ୯୮,୮୨୦ ଟଙ୍କା ହୋଇଛି। ରୂପାର ମୂଲ୍ୟ ୨,୦୦୦ ଟଙ୍କା ବୃଦ୍ଧି ପାଇ ୧,୧୨,୦୦୦ ଟଙ୍କା କିଲୋଗ୍ରାମ ପିଛା (ସମସ୍ତ ଟିକସ ସମେତ) ହୋଇଛି।
Aug 5,2025, 18:18 PM IST
cm mohan charan majhi
ଦୁର୍ନୀତିରୁ ଦୂରରେ ରହିବାକୁ ଅଧିକାରୀ ମାନଙ୍କୁ ସତର୍କ କରାଇଲେ ମୁଖ୍ୟମନ୍ତ୍ରୀ
ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଆମ ରାଜ୍ୟର ଏକ-ଚତୁର୍ଥାଂଶ ଲୋକ ହେଉଛନ୍ତି ଆଦିବାସୀ ସଂପ୍ରଦାୟର ଲୋକ। ସେମାନେ ମୁଖ୍ୟତଃ ବଣ ଜଙ୍ଗଲ ଏବଂ ଏହାର ଆଖପାଖ ଅଞ୍ଚଳରେ ବସବାସ କରନ୍ତି। ସେମାନଙ୍କ ପାଇଁ ସଂଘର୍ଷହୀନ ସହାବସ୍ଥାନ ସୃଷ୍ଟି ଓ ସେମାନଙ୍କ ସୁରକ୍ଷା କରିବା ହେଉଛି ସରକାରଙ୍କ ନୈତିକ ଦାୟିତ୍ୱ। ବନ ଅଧିକାରୀମାନେ ସମସ୍ତେ ମୁଖ୍ୟତଃ ଗରିବ, ଆଦିବାସୀ, ଦଳିତ ବର୍ଗ ଲୋକଙ୍କ ସହିତ ମିଳାମିଶା କରୁଛନ୍ତି। ଜଙ୍ଗଲ ସୁରକ୍ଷା ନିୟମ ପାଳନ ସମୟରେ ସେମାନଙ୍କ ସହ ସମ୍ବେଦନଶୀଳତା ସହ ବ୍ୟବହାର କରିବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ।
Aug 5,2025, 17:02 PM IST
cloud burst
ଉତ୍ତରକାଶୀରେ ବାଦଲଫଟା ବର୍ଷା କାରଣରୁ ଭୂସ୍ଖଳନ, ୪ ମୃତ, ୫୦ ନିଖୋଜ, ଉଦ୍ଧାର କାର୍ଯ୍ୟ ଜାରି
ଗଙ୍ଗୋତ୍ରୀ ଧାମ ଏବଂ ମୁଖୱା ନିକଟରେ ଥିବା ଧରାଲି ଗାଁରେ ମଙ୍ଗଳବାର ଦିନ ବାଦାଲ ଫାଟିବା କାରଣରୁ ଏକ ନାଳରେ ବହୁ ଜୋରରେ ପାଣି ପ୍ରବାହିତ ହୋଇଥିଲା। ଡ୍ରେନ୍ର ପାଣି ପାହାଡ଼ରୁ ତଳ ଅଞ୍ଚଳ ଆଡ଼କୁ ଦ୍ରୁତ ଗତିରେ ପ୍ରବାହିତ ହୋଇଥିଲା, ଫଳରେ ଅନେକ ଘର ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିବା ଚିତ୍ର ସାମ୍ନାକୁ ଆସିଛି।
Aug 5,2025, 16:39 PM IST
ଭାରତ-ଫିଲିପ୍ପାଇନ୍ସ ଇ-ଭିସା ଫ୍ରି, ସୋଭନା ମହାନ୍ତି ମହିଳା କମିଶନ ଅଧ୍ୟକ୍ଷା ଓ ଅନ୍ୟ ଖବର
Aug 5,2025, 15:56 PM IST
guru gochar 2025
Guru Gochar 2025: ୪୯ ଦିନ ପର୍ଯ୍ୟନ୍ତ ଶୁଭଫଳ ପାଇବେ ୫ ରାଶିର ବ୍ୟକ୍ତି
Jupiter Transit: ଗୁରୁ ବର୍ତ୍ତମାନ ମିଥୁନରେ ଚଳନ କରୁଥିବାବେଳେ ଆଗକୁ କର୍କଟ ରାଶିରେ ଚଳନ କରିବାକୁ ଯାଉଛନ୍ତି । ସାଧାରଣତଃ, ବୃହସ୍ପତିଙ୍କ ଚଳନ ବର୍ଷକରେ ଥରେ ହୋଇଥାଏ । କିନ୍ତୁ ଅତିଚାରୀ ଚଳନ କାରଣରୁ ଗୁରୁ ୧୮ ଅକ୍ଟୋବରରେ କର୍କଟ ରାଶିରେ ଚଳନ କରିବେ । ୪୯ ଦିନ ପରେ ମିଥୁନ ରାଶିକୁ ଫେରିଯିବେ। ଗୁରୁଙ୍କ ଏହି ଚଳନ ମିଥୁନ-ବିଛା ସମେତ ମୋଟ ୫ଟି ରାଶି ପାଇଁ ବହୁତ ଲାଭଦାୟକ ସାବ୍ୟସ୍ତ ହେବ।
Aug 5,2025, 15:12 PM IST
Thank you
By clicking “Accept All Cookies”, you agree to the storing of cookies on your device to enhance site navigation, analyze site usage, and assist in our marketing efforts.