Advertisement
Photo Details/zeeodisha/odisha2787691
photoDetails0hindi

CHSE: ଯୁକ୍ତ ଦୁଇ ଇନଷ୍ଟାଣ୍ଟ ପରୀକ୍ଷା ଆବେଦନ ଅବଧି ବୃଦ୍ଧି, ଜାଣନ୍ତୁ ଲାଷ୍ଟ ଡେଟ୍ କେବେ?

CHSE: ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର। ଯୁକ୍ତ ଦୁଇ ଇନଷ୍ଟାଣ୍ଟ୍ ପରୀକ୍ଷା ଆବେଦନ ଅବଧିକୁ ବୃଦ୍ଧି କରାଯାଇଛି। ତେବେ, ଆସନ୍ତୁ ଜାଣିବା ଆବେଦନର ଶେଷ ତାରିଖ କେବେ?

1/6

ଆବେଦନ କରି ନଥିବା ଛାତ୍ରଛାତ୍ରୀଙ୍କ ଅନୁରୋଧକୁ ଗୁରୁତ୍ବ ଦେଇ ଜୁନ୍ ୬ ପର୍ଯ୍ୟନ୍ତ  ଆବେଦନ ଅବଧିକୁ ବୃଦ୍ଧି କରାଯାଇଥିବା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସୂଚନା ଦିଆଯାଇଛି। 

ALSO READ: Odisha News: ଏହିଦିନ ୮୨୬ ଜଣ ପିଜି ଶିକ୍ଷକଙ୍କୁ ମିଳିବ ନିଯୁକ୍ତି

ALSO READ: Budh Guru Yuti 2025: ୧୫୦ ବର୍ଷ ପରେ ପଡି଼ଛି ବୁଧ ବୃହସ୍ପତି ଦୁର୍ଲଭ ଯୋଗ,୫ରାଶିଙ୍କ ବ୍ୟାଙ୍କ୍ ଆକାଉଣ୍ଟ ହେବ ଫୁଲ୍!

2/6

ଏଥିସହ ସେହି ସମୟ ମଧ୍ୟରେ ଦେୟ ପୈଠ କରିବାକୁ ପଡିବ। ୧୦ ତାରିଖ ସୁଧା ସମସ୍ତ ଦସ୍ତାବିଜ୍ ଦାଖଲ୍ କରିବାକୁ ହେବ। 

3/6

ରେଗୁଲାର୍ ଓ ଏକ୍ସ ରେଗୁଲାର୍ ପରୀକ୍ଷାର୍ଥୀ ଏଗ୍ରେଡ୍ ରେ ପାସ୍ ମାର୍କ ୨୧୦  କରିଥିବେ ଏବଂ କୌଣସି ଗୋଟିଏ ବିଷୟରେ ଫେଲ୍ ହୋଇଥିଲେ। ସେମାନେ ଇନଷ୍ଟାଣ୍ଚ ପରୀକ୍ଷା ଦେଇପାରିବେ। 

 

4/6

୨୦୨୫ ଶିକ୍ଷା ବର୍ଷରେ ଯେଉଁ କମ୍ପାଟମେଣ୍ଟାଲ୍ ପରୀକ୍ଷାର୍ଥୀ କୌଣସି ବିଷୟରେ ପରୀକ୍ଷା ଦେଇ ଫେଲ୍ ହୋଇଥିଲେ। ଏହି ପରୀକ୍ଷା ପାଇଁ ଆବେଦନ କରିପାରିବେ। 

 

5/6

ସେହିପରି କୌଣସି ପରୀକ୍ଷାର୍ଥୀ  ଏକ  ବିଷୟରେ ଉଭୟ ପ୍ରାକ୍ଟିକାଲ୍  କିମ୍ବା  ଥିଓରିରେ ଫେଲ୍ ହୋଇଥିଲେ। ତାଙ୍କୁ ଉଭୟ ପରୀକ୍ଷା ଦେବାକୁ ପଡିବ। ଥିଓରିରେ ଫେଲ୍ ହୋଇଥିଲେ, ପ୍ରାକ୍ଟିକାଲ୍ ପାସ୍ ହୋଇଥିଲେ। କେବଳ ଥିଓରି ଦେବାକୁ ପଡିବ।

 

6/6

ସେହିପରି ପ୍ରାକ୍ଟିକାଲ୍ ଫେଲ୍ ହୋଇଥିଲେ ଥିଓରିରେ ପାସ୍ ହୋଇଥିଲେ। କେବଳ ପ୍ରାକ୍ଟିକାଲ୍ ପରୀକ୍ଷା ଦେବାକୁ ପଡିବ। 

 

;