Advertisement
Photo Details/zeeodisha/odisha2740907
photoDetails0hindi

ଯାତ୍ରା ମଞ୍ଚ ଉପସ୍ଥାପିକା ତଥା ଅଭିନେତ୍ରୀ ଜଲିଙ୍କ ୧୩ଟି ଫଟୋ ଭାଇରାଲ୍

ଯାତ୍ରା ଦୁନିଆର ଚର୍ଚ୍ଚିତ ଅଭିନେତ୍ରୀ ତଥା ମଞ୍ଚ ଉପସ୍ଥାପିକା ରଶ୍ମିତା ନାୟକ (ଜଲି) ଜଲିଉଡର ଅତି ପରିଚିତ ନାଁ

1/13

ସବୁ କଳାକାରମାନେ ଜଲିଙ୍କୁ ଖୁବ ଭଲ ପାଆନ୍ତି

2/13

ଯାତ୍ରା ଜଗତର ଅନେକ କଳାକାରଙ୍କ ସହ ଜଲିଙ୍କର ସୁ ସମ୍ପର୍କ ରହିଛି

3/13

ଜଲିଙ୍କ ଭଉଣୀ ଲିଜା ମଧ୍ୟ ଜଣେ କଳାକାର, ସେ ବର୍ତ୍ତମାନ ଗୌରୀ ଗଣନାଟ୍ୟରେ ସଂଗୀତ ପରିବେଷଣ କରୁଛନ୍ତି

4/13

ଜଲିଙ୍କ ପରିବାରରେ ଅଛନ୍ତି ତାଙ୍କ ମା ଏବଂ ସାନ ଭଉଣୀ ଲିଜା

5/13

ପ୍ରଥମେ ଛୋଟ ପରଦାରେ ଧାରାବାହିକରେ ଅଭିନୟ କରି ଲୋକପ୍ରିୟତା ହାସଲ କରିଥିଲେ ଜଲି

6/13

ଏହାପରେ ସେ କିଛି ଭିନ୍ନ କରିବା ପାଇଁ ଯାତ୍ରା ଦୁନିଆରେ ପାଦ ଥାପିଥିଲେ

7/13

ପ୍ରଥମେ ଯାତ୍ରା ମଞ୍ଚରେ ମେଲୋଡି କାର୍ଯ୍ୟକ୍ରମରେ ମଞ୍ଚ ସମ୍ଭାଳିବା ଦାୟିତ୍ୱରେ ଥିଲେ ଏବଂ ପରେ ଅଭିନୟ ପାଇଁ ତାଙ୍କୁ ସୁଯୋଗ ମିଳିଥିଲା

8/13

ଏହାରି ମଧ୍ୟରେ ଏକାଧିକ ଯାତ୍ରା ଅନୁଷ୍ଠାନରେ କାର୍ଯ୍ୟ କରିସାରିଛନ୍ତି ଜଲି

9/13

ଜଲିଙ୍କ ଘର ଭଦ୍ରକରେ

10/13

ଭଦ୍ରକରେ ପାଠ ପଠିବା ପରେ ଜଲି ପ୍ରଥମେ ରାଜଧାନୀ ଭୁବନେଶ୍ୱରକୁ ଆସିଥିଲେ ଅଭିନୟ ପାଇଁ

11/13

ପିଲାଟି ଦିନରୁ କଳା ପ୍ରତି ଜଲିଙ୍କ ଆଗ୍ରହ ଥିଲା

12/13

ଜଲିଙ୍କ ଜନ୍ମ ୨୦୦୧ ମଇ ୨୦ ବୋଲି ତାଙ୍କ ଫେସବୁକରେ ଉଲ୍ଲେଖ ରହିଛି

13/13

ଆଗକୁ ଜଲି ଅଭିନୟ ଜାରି ରଖିବେ ବୋଲି ଏକ ସାକ୍ଷାତକାରରେ ଗଣମାଧ୍ୟମରେ କହିଛନ୍ତି ।

;