ଅଭିନୟ ସହ ନିଜ ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ରହିଛନ୍ତି ଜଲିଉଡ ଅଭିନେତ୍ରୀ ସୋନାଲି ପଣ୍ଡା ।
ସୋନାଲିଙ୍କ ସହ କିଛି ଯୁବକ ତଥା ଫ୍ୟାନ୍ସମାନେ ଉଠାଇଥିବା ଫଟୋ ଏବଂ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।
୧୨ ବର୍ଷ ତଳୁ ସୋନାଲି ନିଜ ସ୍ୱାମୀଙ୍କ ନିକଟରୁ ଅଲଗା ରହୁଛନ୍ତି ।
ବର୍ତ୍ତମାନ ସୋନାଲି ତୁଳସୀ ଗଣନାଟ୍ୟରେ ନାୟିକା ଭାବେ ଅଭିନୟ କରୁଛନ୍ତି ।
ସୋନାଲିଙ୍କର ଏକ ପୁଅ ମଧ୍ୟ ରହିଥିବା ସୂଚନା ମିଳିଛି ।
ସୋନାଲି ସ୍ୱିକାର କରିଛନ୍ତି ଯେ, ତାଙ୍କୁ ଯାତ୍ରାଜଗତରୁ ଆଣିଥିଲେ ତାଙ୍କ ସ୍ୱାମୀ ।
କିନ୍ତୁ ସେ ଆଉ ଜୀବନରେ ପଛକୁ ଫେରିବେନି ବୋଲି ରୋକଠୋକ୍ ମନା କରିଦେଇଛନ୍ତି ।
ट्रेन्डिंग फोटोज़