Advertisement
Photo Details/zeeodisha/odisha2729326
photoDetails0hindi

Runu Panda: ସୋନାଲିଙ୍କ ପରେ ଯାତ୍ରା ମେଲୋଡି କୁଇନ ରୁନୁ ପଣ୍ଡାଙ୍କ ଏହି ସବୁ ଫଟୋ ଭାଇରାଲ୍

Runu Panda: ଯାତ୍ରା ଜଗତର ଚର୍ଚ୍ଚିତ ଗାୟିକା ରୁନୁ ପଣ୍ଡାଙ୍କୁ କିଏ ବା ନଜାଣେ । ବର୍ତ୍ତମାନ ରୁନୁଙ୍କ କିଛି ଫଟୋ ସୋସିଆଲ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି ।

1/10

ସୂଚନା ଅନୁଯାୟୀ, ମେଲୋଡି କୁଇନ ରୁନୁ ପଣ୍ଡାଙ୍କ ଘର ଯାଜପୁର ପାଇକୋଇଲି ଅଞ୍ଚଳରେ

2/10

ପିଲାଟି ଦିନୁ ସଂଗୀତ ପ୍ରତି ରୁନୁଙ୍କର ଦୁର୍ବଳତା ରହିଥିଲା

3/10

ସ୍କୁଲରେ ପାଠ ପଢିବା ସମୟରେ ବାର୍ଷିକତ୍ସୋବରେ ଗୀତ ଗାଇ ରୁନୁ ପୁରସ୍କୃତ ହେଉଥିଲେ

4/10

ବଡ଼ ହେଲେ ସଂଗୀତକୁ ନେଇ କ୍ୟାରିଅର କରିବେ ବୋଲି ରୁନୁ ଭାବିଥିଲେ

5/10

ପ୍ରଥମେ କିଛି ମଞ୍ଚ କାର୍ଯ୍ୟକ୍ରମରେ ସଂଗୀତ ପରିବେଷଣ କରିବା ପରେ ଯାତ୍ରାରେ ସୁଯୋଗ ପାଇଥିଲେ ରୁନୁ

6/10

ଏକାଧିକ ଯାତ୍ରାନୁଷ୍ଠାନର ମେଲୋଡି କାର୍ଯ୍ୟକ୍ରମରେ ରୁନୁ ନିଜର ଜଲୱା ଦେଖାଇସାରିଛନ୍ତି

7/10

ସହ କଳାକାରଙ୍କ ସହ ନୁହେଁ ବରଂ ଏକା ସଂଗୀତ ପରିବେଷଣ କରିବାକୁ ପସନ୍ଦ କରନ୍ତି ରୁନୁ

8/10

ରୁନୁଙ୍କ ମେଲୋଡି ଦର୍ଶକଙ୍କୁ ଖୁବ ପସନ୍ଦ ଆସିଥାଏ ।

9/10

ଦର୍ଶକଙ୍କ ତାଳିମାଡ ରୁନୁଙ୍କୁ ଆଗକୁ ବଢିବା ପାଇଁ ପ୍ରେରଣା ଯୋଗାଇଥାଏ

10/10

ବର୍ତ୍ତମାନ ଯାତ୍ରା ସୂର୍ଯ୍ୟମନ୍ଦିର ମଞ୍ଚରେ ରୁନୁ ସଂଗୀତ ପରିବେଷଣ କରୁଛନ୍ତି

;