ଯାତ୍ରା ଅଭିନେତ୍ରୀ ମାମୁନିଙ୍କୁ ନେଇ ବିବାଦ ପରେ ବର୍ତ୍ତମାନ ତାଙ୍କର ଇନଷ୍ଟାଗ୍ରାମ ପ୍ରୋଫାଇଲରୁ କିଛି ଭିଡିଓ ଏବଂ ଫଟୋ ଭାଇରାଲ୍ ହେବାରେ ଲାଗିଛି
କିଛି ଯାତ୍ରା ଏବଂ ସିନେ କଳାକାରଙ୍କ ସହ ଜଲିଉଡ ମାମୁନିଙ୍କ ଫଟୋ ଭାଇରାଲ୍ ହେଉଛି ଆସନ୍ତୁ ସେ ଫଟୋ ଗୁଡିକ ଦେଖିବା
ତୁଷାରଙ୍କ ସହ ମାମୁନି
ପପୁ ପମପମଙ୍କ ସହ ଅଭିନେତ୍ରୀ ମାମୁନି
ଓଲିଉଡ ସୁପରଷ୍ଟାର ସିଦ୍ଧାନ୍ତ ମହାପାତ୍ରଙ୍କ ସହ ମାମୁନି ଏବଂ ଅନ୍ୟ କଳାକାରମାନେ
ଗୋଟିଏ ଫ୍ରେମରେ ମାମୁନି ଏବଂ ଯାତ୍ରା ଖଳନାୟକ ଦୈତାରୀ ପଣ୍ଡା
ଅଭିନେତା ସଞ୍ଜୟ ଭୋଳଙ୍କ ସହ ମାମୁନି ଷଡଙ୍ଗୀ
ट्रेन्डिंग फोटोज़