ସବୁ ପ୍ରତୀକ୍ଷାର ଅନ୍ତ ଘଟିଛି । ଓଲିଉଡ ସୁପରଷ୍ଟାର ଅନୁଭବ ମହାନ୍ତି ଆଜି ବର ବେଶରେ ବାହାରିଛନ୍ତି ଜାଗ୍ରତିଙ୍କ ହାତ ଧରି ଘରକୁ ଆଣିବା ପାଇଁ
ବିବାହ ବନ୍ଧନରେ ବାନ୍ଧିହେଲେ ଅନୁଭବ ଏବଂ ଜାଗ୍ରତି
ଅଳ୍ପ କେତେଜେଣ ହାତଗଣତି ଅତିଥି ବିବାହ କାର୍ଯ୍ୟକ୍ରମରେ ଉପସ୍ଥିତ
ପରସ୍ପରଙ୍କୁ ଫୁଲମାଳ ପିନ୍ଧାଉଛନ୍ତି ଜାଗ୍ରତି ଏବଂ ଅନୁଭବ
ଅନୁଭବଙ୍କ ନାମରେ ଯୋଡି ହେଲା ଜାଗ୍ରତିଙ୍କ ନାମ
ଅନୁଭବ ମହାନ୍ତି ଏବଂ ଜାଗ୍ରତି ଶୁକ୍ଳାଙ୍କ ବିଶେଷ ଫଟୋ
ବିବାହ କରି ଆଜିଠୁ ଏକାଠି ହେବେ ସୁପରଷ୍ଟାର ଅନୁଭବ ଏବଂ ଜାଗ୍ରତି
ବିବାହ ପାଇଁ ବର ଗାଡି ଯାଉଛି ରୋଷଣୀ କରି
ବରଯାତ୍ରୀଙ୍କ ଗହଣରେ ବର ଅନୁଭବ
ସୁସଜ୍ଜିତ ଗାଡି ଜାଗ୍ରତିଙ୍କ ବର ଅନୁଭବଙ୍କ ପାଇଁ
ଏହି ଗାଡିରେ ଅନୁଭବ ବର ବେଶରେ ଯାଉଛନ୍ତି
ट्रेन्डिंग फोटोज़