Advertisement
Photo Details/zeeodisha/odisha2683706
photoDetails0hindi

ସୁପରଷ୍ଟାର ଅନୁଭବ ଏବଂ ପତ୍ନୀ ଜାଗ୍ରତିଙ୍କ ଚତୁର୍ଥୀ ପିଣ୍ଡ ଫଟୋ ଭାଇରାଲ୍

ବିବାହ ପରେ ଶାଶୁ ଘରକୁ ଆସିଛନ୍ତି ଜାଗ୍ରତି ଶୁକ୍ଳା । ପରମ୍ପରା ଅନୁଯାୟୀ ଚତୁର୍ଥୀ ପିଣ୍ଡ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି ।

1/7

ମାର୍ଚ୍ଚ ୧୧ ତାରିଖରେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ ସୁପରଷ୍ଟାର ଅନୁଭବ ମହାନ୍ତି ଏବଂ ଜାଗ୍ରତି ଶୁକ୍ଳା

2/7

ଦିଲ୍ଲୀର ତ୍ୟାଗରାଜ ସ୍ଥିତ ଜଗନ୍ନାଥ ମନ୍ଦିରରେ ଉଭୟଙ୍କ ବିବାହ ବଡ଼ ଧୁମଧାମରେ ଅନୁଷ୍ଠିତ ହୋଇଥିଲା

3/7

ଅନୁଭବଙ୍କ ବାନ୍ଧବୀରୁ ବଧୂ ସାଜିଛନ୍ତି ସାମ୍ୱାଦିକା ଜାଗ୍ରତି ଶୁକ୍ଳା

4/7

ବିବାହ ଏବଂ ପରର ଫଟୋ ଗୁଡିକ ଜାଗ୍ରତି ନିଜ ସୋସିଆଲ ମିଡିଆ ପେଜ୍ ରେ ସେୟାର କରିଛନ୍ତି 

5/7

ବିବାହ କାର୍ଯ୍ୟକ୍ରମରେ ମାତ୍ର ଅଳ୍ପ କିଛି ହାତ ଗଣତି ଅତିଥି ଯୋଗ ଦେଇଥିଲେ

6/7

ଆପଣଙ୍କୁ କହିରଖୁଛୁ ଯେ, ଜାଗ୍ରତିଙ୍କ ପୂର୍ବରୁ ସୁପରଷ୍ଟାର ଅନୁଭବ ମହାନ୍ତି ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶନୀଙ୍କୁ ୨୦୧୪ ଫେବୃଆରୀ ୮ ତାରିଖରେ ବିବାହ କରିଥିଲେ 

7/7

କିନ୍ତୁ ପରବର୍ତ୍ତୀ ସମୟରେ ପାରିବାରିକ ବିବାଦ କାରଣରୁ ୨୧ ଡିସେମ୍ୱର ୨୦୨୩ରେ ବିବାହ ବିଚ୍ଛେଦ ପାଇଁ କୋର୍ଟ ଅନୁମତି ପ୍ରଦାନ କରିଥିଲେ

;