Advertisement
Photo Details/zeeodisha/odisha2707011
photoDetails0hindi

ଓଡ଼ିଆ ସିରିଏଲ ଅଭିନେତ୍ରୀ ସୁଇଟି ପଟ୍ଟନାୟକଙ୍କ ଏହି ୧୦ଟି ଫଟୋ ହେଉଛି ଭାଇରାଲ୍

ଅଭିନେତ୍ରୀ ସୁଇଟି ପଟ୍ଟନାୟକ ପ୍ରତି ଓଡ଼ିଆଙ୍କ ଘରେ ଜଣେ ପରିଚିତ ଚେହେରା । ଅନେକ ଆଲବମ ଏବଂ ଧାରାବାହିକ ମାଧ୍ୟମରେ ଦର୍ଶକଙ୍କ ହୃଦୟରେ ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିଛନ୍ତି ସୁଇଟି

1/10

ଦୁରଦର୍ଶନ ସମେତ ଅନେକ ଘରୋଇ ଟେଲିଭିଜନରେ ବିଭିନ୍ନ ଧାରାବାହିକରେ ମୁଖ୍ୟ ଭୂମିକାରେ ନଜର ଆସିଛନ୍ତି ସୁଇଟି

2/10

ସୁଇଟିଙ୍କ ଅଭିନୟ ଦର୍ଶକଙ୍କୁ ଟିଭି ପରଦାରେ ବାନ୍ଧି ରଖିବାରେ ସକ୍ଷମ ହୋଇଥାଏ

3/10

ସିରିଏଲ ପୂର୍ବରୁ ଆଲବମ ଜଗତରେ ସୁଇଟିଙ୍କୁ ଏକ ଭିନ୍ନ ପରିଚୟ ମିଳିଥିଲା

4/10

ଶହେରୁ ଅଧିକ ଆଲବମରେ ନଜର ଆସିଛନ୍ତି ସୁଇଟି

5/10

ସୁଇଟିଙ୍କ ଘର ମୟୁରଭଞ୍ଜ ଉଦଳାରେ କିନ୍ତୁ ସେ ଅଭିନୟ ପାଇଁ ଭୁବନେଶ୍ୱରରେ ରୁହନ୍ତି

6/10

ସୁଇଟିଙ୍କ ସ୍ୱାମୀଙ୍କ ନାମ ଚନ୍ଦନ ମହାପାତ୍ର ଜଣେ ଲୋକପ୍ରିୟ ନିର୍ଦ୍ଦେଶକ । ଅନେକ ସିନେମାରେ ସଫଳତାର ସହ ନିର୍ଦ୍ଦେଶନା ଦେଇଛନ୍ତି ।

7/10

ବିବାହ ପରେ ସୁଇଟି ଏବଂ ଚନ୍ଦନଙ୍କର ଏକ ପୁଅ ହେବା କାରଣରୁ କିଛି ସମୟ ପାଇଁ ଅଭିନୟରୁ ବିରତି ନେଇଥିଲେ ସୁଇଟି

8/10

ପରେ ପୁଣିଥରେ ପରଦାକୁ ଫେରି ଦର୍ଶକଙ୍କ ମନୋରଞ୍ଜନ ପାଇଁ ଅଭିନୟ ଜାରି ରଖିଛନ୍ତି

9/10

ଅନେକ ଟିଭି କାର୍ଯ୍ୟକ୍ରମ ତଥା ରିଅଲିଟି ଶୋ'ରେ ମଧ୍ୟ ସୁଇଟିଙ୍କୁ ଦେଖିବାକୁ ମିଳିଛି ।

10/10

ସୁଇଟି ସୋସିଆଲ ମିଡିଆରେ ମଧ୍ୟ ଖୁବ ଆକ୍ଟିଭ୍ ରହିଥାନ୍ତି । ଫେସବୁକ୍, ଇନଷ୍ଟା ଏବଂ ହ୍ୱାଟସଆପ ମାଧ୍ୟମରେ ନିଜ ପ୍ରଶଂସକଙ୍କ ସହ ଯୋଡି ହୋଇ ରହିବାକୁ ସେ ଖୁବ ପସନ୍ଦ କରନ୍ତି 

;