Advertisement
Photo Details/zeeodisha/odisha2763549
photoDetails0hindi

Mango Pickle: ଆମ୍ୱ ଆଚାର କରୁଛନ୍ତି କି ? ଜାଣିରଖନ୍ତୁ ଏହି ୩ଟି କଥା

ଖରାଦିନେ ପ୍ରାୟତଃ ସମସ୍ତେ ଆମ୍ୱ ଆଚାର କରିଥାନ୍ତି କାରଣ ଅତି ସହଜରେ ଏବଂ ଶସ୍ତାରେ ଆମ୍ୱ ମିଳିଥାଏ

1/10

ପାଟିକୁ ସୁସ୍ୱାଦୁ ଦେହକୁ ହିତ ଆମ୍ୱ ଆଚାର । ଅନେକ ଲୋକଙ୍କର ପାଟିରୁ ଳାଳ ଆସିଯାଏ ଆଚାର କଥା ଶୁଣିଲେ । ତେବେ ଆପଣ ଯଦି ଆଚାର ପ୍ରସ୍ତୁତଚ କରୁଛନ୍ତି ତେବେ କିଛିଟା ଗୁରୁତ୍ୱପୂର୍ଣ୍ଣ ଦିଗ ପ୍ରତି ଧ୍ୟାନ ଦେବା ଜରୁରୀ

2/10

ଆମ୍ୱୁଲକୁ ପରବର୍ତ୍ତୀ ସମୟରେ ବ୍ୟବହାର କରି ଖଟା ମଧ୍ୟ ପ୍ରସ୍ତୁତ କରାଯାଏ ।

3/10

ଆମ୍ୱକୁ ବ୍ୟବହାର କରି ଅନେକ ପ୍ରକାରର ଆଚାର ତିଆରି କରାଯାଇଥାଏ ।

4/10

କେବଳ ଗୃହିଣୀମାନେ ନୁହଁନ୍ତି ବ୍ୟବସାୟୀମାନେ ମଧ୍ୟ ଆମ୍ୱ ଆଚାର ପ୍ରସ୍ତୁତ କରି ସାଇତି ରଖିଥାନ୍ତି ଏହାକୁ ବଜାରରେ ବିକ୍ରି କରିବା ପାଇଁ

5/10

ତେବେ ଆଚାର ପ୍ରସ୍ତୁତ କରିବା ସମୟରେ ଆପଣଙ୍କୁ କିଛି ଦିଗ ପ୍ରତି ଧ୍ୟାନ ଦେବାର ଆବଶ୍ୟକତା ରହିଛି

6/10

ଯଦି ଆପଣ ଗଛରୁ ଆମ୍ୱ ତୋଳୁଛନ୍ତି ଏବଂ ଆମ୍ୱରେ କୌଣସି ଖଣ୍ଡିଆ ହୋଇଥିବା ଦେଖୁଛନ୍ତି ତେବେ ତାହାକୁ ଖାଦ୍ୟ ଭାବେ ବ୍ୟବହାର ନକରି ଫିଙ୍ଗିଦିଅନ୍ତୁ

7/10

ଯଦି ଗଛ ତଳେ ଆମ୍ୱ ପଡିଥାଏ ଏବଂ ତାହା ଖଣ୍ଡିଆ ହୋଇଥାଏ ତେବେ ତାହାକୁ ସଂଗ୍ରହ କରନ୍ତୁ ନାହିଁ ।

8/10

ସର୍ବଦା ଭଲ ଆମ୍ୱକୁ ବ୍ୟବହାର କରି ଆଚାର ପ୍ରସ୍ତୁତ କରନ୍ତୁ

9/10

ବିଶେଷଜ୍ଞଙ୍କ କହିବାନୁଯାୟୀ, ଖଣ୍ଡିଆ ଆମ୍ୱକୁ ସରୀସୃପ କିମ୍ୱା ପକ୍ଷୀ ଖାଇଥାନ୍ତି । ଯଦି କୌଣସି ବିଷାକ୍ତ ଜୀବଜନ୍ତୁ ଏହାକୁ ଖାଇଥିବେ ତେବେ ତାହାର ପ୍ରଭାବ ସିଧାସଳଖ ଆମ ଶରୀର ଉପରେ ପଡିଥାଏ ।

10/10

Disclamer: ଏଠାରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ସାଧାରଣ ତଥ୍ୟରୁ ମିଳିଥିବା ସୂଚନା ଅନୁଯାୟୀ ଏହା ପ୍ରଦାନ କରାଯାଇଛି। ଆପଣଙ୍କ କୌଣସି ଆପତ୍ତି ପାଇଁ ZEE ODISHA NEWS ଦାୟୀ ରହିବ ନାହିଁ । 

;