Independence Day 2025: ସ୍ବାଧୀନତା ଦିବସରେ କିଏ କେଉଁଠି କରିବେ ପତାକା ଉତ୍ତୋଳନ?ଜାଣନ୍ତୁ...
Advertisement
Article Detail0/zeeodisha/odisha2877332

Independence Day 2025: ସ୍ବାଧୀନତା ଦିବସରେ କିଏ କେଉଁଠି କରିବେ ପତାକା ଉତ୍ତୋଳନ?ଜାଣନ୍ତୁ...

Independence Day 2025: ଦିନ ଦୁଇଟା ପରେ ସ୍ୱାଧୀନତା ଦିବସ। ଏ ଅବସରରେ କିଏ କେଉଁଠି କରିବେ ପତାକା ଉତ୍ତୋଳନ ସେ ନେଇ କାର୍ଯ୍ୟସୂଚୀ ପ୍ରକାଶ ପାଇଛି। ଭୁବନେଶ୍ବରରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ପତାକା ଉତ୍ତୋଳନ କରିବେ। 

Independence Day 2025: ସ୍ବାଧୀନତା ଦିବସରେ କିଏ କେଉଁଠି କରିବେ ପତାକା ଉତ୍ତୋଳନ?ଜାଣନ୍ତୁ...

Independence Day 2025: ଦିନ ଦୁଇଟା ପରେ ସ୍ୱାଧୀନତା ଦିବସ। ଏ ଅବସରରେ କିଏ କେଉଁଠି କରିବେ ପତାକା ଉତ୍ତୋଳନ ସେ ନେଇ କାର୍ଯ୍ୟସୂଚୀ ପ୍ରକାଶ ପାଇଛି। ଭୁବନେଶ୍ବରରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ପତାକା ଉତ୍ତୋଳନ କରିବେ। କେନ୍ଦୁଝରରେ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂଦେଓ,କଟକରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା, ସମ୍ବଲପୁରରେ ସୁରେଶ ପୂଜାରୀ, ବଲାଙ୍ଗିର- ରବି ନାଏକ, କଳାହାଣ୍ଡି- ନିତ୍ୟାନନ୍ଦ ଗଣ୍ଡ, କନ୍ଧମାଳରେ କୃଷ୍ଣଚନ୍ଦ୍ର ପାତ୍ର ଓ ପୁରୀରେ ପୃଥ୍ବୀରାଜ ହରିଚନ୍ଦନ ଓ ସୁନ୍ଦରଗଡ଼ରେ ମୁକେଶ ମହାଲିଙ୍ଗ ପତାକା ଉତ୍ତଳନ କରିବେ। 

fallback

ଗଜପତିରେ ବିଭୂତି ଭୂଷଣ ଜେନା, ଭଦ୍ରକରେ କୃଷ୍ଣଚନ୍ଦ୍ର ମହାପାତ୍ର,ନବରଙ୍ଗପୁରରେ ଗଣେଶ ରାମ ସିଂଖୁଣ୍ଟିଆ, ସୁବର୍ଣ୍ଣପୁରରେ ସୂର୍ଯ୍ୟବଂଶୀ ସୂରଜ, ଅନୁଗୁଳରେ ପ୍ରଦୀପ ବଳସାମନ୍ତ, ରାୟଗଡ଼ାରେ ଗୋକୁଳାନନ୍ଦ ମଲ୍ଲିକ୍‌ ଓ ମୟୂରଭଞ୍ଜରେ ସମ୍ପଦ ଚନ୍ଦ୍ର ସ୍ବାଇଁ ପତାକା ଉତ୍ତୋଳନ କରିବେ। 

;