Naveen Patnaik: ଭୁବନେଶ୍ବର ଫେରିଲେ ନବୀନ ପଟ୍ଟନାୟକ। ମୁମ୍ବାଇରୁ ଅସ୍ତ୍ରୋପଚାର ପରେ ଭୁବନେଶ୍ବର ଫେରିଲେ ନବୀନ। ବିମାନ ବନ୍ଦରରେ ତାଙ୍କୁ ସ୍ବାଗତ କରିଛନ୍ତି ବିଜେଡିର ନେତୃବୃନ୍ଦ ଓ କର୍ମୀ ।ସୂଚନା ଯୋଗ୍ୟ, ଗତ ଜୁନ ୨୦ ତାରିଖରେ ଅସ୍ତ୍ରୋପଚାର ପାଇଁ ମୁମ୍ଵାଇ ଯାଇଥିଲେ ନବୀନ।
Trending Photos

ଏବଂ ଜୁନ୍ ୨୨ ତାରିଖରେ କୋକିଳାବେନ ଧୀରୁ ଭାଇ ଅମ୍ଵାନୀ ହସପିଟାଲରେ ଭର୍ତ୍ତୀ ହୋଇଥିଲେ। ସେଠାରେ ସର୍ଭିକାଲ ଆର୍ଥ୍ରାଇଟିସ ଅପରେସନ ହୋଇଥିଲା। ଅସ୍ତ୍ରୋପ୍ରଚାରଟି ସଫଳ ହେବାରୁ ସେ ସଂପୂର୍ଣ୍ଣ ସୁସ୍ଥ ହୋଇଛନ୍ତି। ଗତ ୭ ତାରିଖରେ ହସ୍ପିଟାଲରୁ ଡିସଚାର୍ଜ ହୋଇଥିଲେ। ଆଜି ଭୁବନେଶ୍ଵର ଫେରୁଛନ୍ତି। ତାଙ୍କ ପାଇଁ ସାରା ରାଜ୍ୟବାସୀ ଆଶୁ ଆରୋଗ୍ୟ କାମନା କରିଥିଲେ।