Advertisement
Photo Details/zeeodisha/odisha2759675
photoDetails0hindi

Heat Wave: ଆକାଶରୁ ଝରୁଛି ନିଆଁ ! ଉତ୍ତପ୍ତ ସହର ପାଲଟିଲା ଝାରସୁଗୁଡା

Heat Wave: କିଛି ଦିନର ଆଶ୍ୱସ୍ତି ପରେ ପୁଣିଥରେ ରାଜ୍ୟରେ ପାରଦ ବଢିଥିବା ଦେଖିବାକୁ ମିଳିଛି । ଆଜି ଝାରସୁଗୁଡା ରାଜ୍ୟର ଉତ୍ତପ୍ତ ସହର ପାଲଟିଛି ।

1/6

ଆଜି ଝାରସୁଗୁଡ଼ାରେ ତାପମାତ୍ରା ୪୨.୨ ଡିଗ୍ରୀ ସେଲସିୟସ୍ ରେକର୍ଡ କରାଯାଇଛି

2/6

ସମ୍ବଲପୁର ୪୨ ଡିଗ୍ରୀ ସେଲସିୟସ ତାତି ରେକର୍ଡ କରିଛି ପାଣିପାଗ ବିଭାଗ

3/6

ହୀରାକୁଦରେ ୪୧.୬ ଡିଗ୍ରୀ ସେଲସିୟସ ତାପମାତ୍ରା ରହିଥିଲା 

4/6

ଷ୍ଟିଲ ସିଟି ରାଉରକେଲା ତାପମାତ୍ରା ଥିଲା ୪୦.୫ ଡିଗ୍ରୀ ସେଲସିୟସ୍

5/6

ରାଜଧାନୀ ଭୁବନେଶ୍ବରରେ ତାପମାତ୍ରା ୩୯.୨ ଡିଗ୍ରୀ ସେଲସିୟସ୍ ରେକର୍ଡ କରାଯାଇଛି

6/6

ଚାନ୍ଦବାଲିରେ ତାପମାତ୍ରା ଥିଲା ୩୭.୬ ଡିଗ୍ରୀ ସେଲସିୟସ୍ 

;