Advertisement
Photo Details/zeeodisha/odisha2877078
photoDetails0hindi

Gold Rate Today: ସୁନାଦରରେ ବୃହତ ହ୍ରାସ, ଆଜି ଓଡ଼ିଶାରେ ୨୨ କ୍ୟାରେଟ୍ ରେ ରେଟ୍ ରହିଛି...

Gold Rate Today: ସୁନା ପ୍ରେମୀଙ୍କ ପାଇଁ ଖୁସି ଖବର। ଖସିଲା ସୁନା ରେଟ୍। ଯାହା ଗ୍ରାହକଙ୍କୁ ଆଶ୍ବସ୍ତି ଦେଇଛି। ଯଦି ଆପଣ ଆଜି ସୁନା କିଣିବା ପାଇଁ ଯୋଜନା କରୁଛନ୍ତି। ଏହି ଖବର ଆପଣଙ୍କ ପାଇଁ ଗୁରୁତ୍ବପୂର୍ଣ୍ଣ ଅଟେ। ତେବେ, ଆସନ୍ତୁ ଜାଣିବା କେଉଁ ସହରରେ କେତେ ରହିଛି ସୁନା ରେଟ୍?

1/5

ଆଜି ଭାରତୀୟ ବଜାରରେ ୨୨ କ୍ୟାରେଟ୍ ସୁନାର ୧୦ ଗ୍ରାମ୍ ରେଟ୍ ୯୨,୯୫୦ ଟଙ୍କା ଥିବା ବେଳେ ୨୪ କ୍ୟାରେଟ୍ ର ରେଟ୍ ୧,୦୧,୪୦୦ ଟଙ୍କା ରହିଛି। ୨୨ ଓ ୨୪ କ୍ୟାରେଟ୍ ରେ  ୮୦୦ ଓ ୮୮୦ ଟଙ୍କା ହ୍ରାସ ପାଇଛି। 

ALSO READ: ସ୍ବାଧିନତା ଦିବସ ପାଇଁ ଭୁବନେଶ୍ବରରେ ଟ୍ରାଫିକ୍ କଟକଣା ଜାରି,ଜାଣନ୍ତୁ କେଉଁସବୁ ରୁଟ୍ ରହିବ ଆଜିଠୁ ବନ୍ଦ?

ALSO READ: Krishna Janmashtami 2025: ୫୦୦ ବର୍ଷ ପରେ ଜନ୍ମାଷ୍ଟମୀରେ ପଡୁଛି ଦୁର୍ଲଭ ଯୋଗ, ଟଙ୍କା ଗଦିରେ ଶୋଇବେ ଏହିସବୁ ରାଶି!

2/5

ସେହିପରି, ଦେଶର ରାଜଧାନୀ ନୂଆଦିଲ୍ଲୀରେ ୨୨ କ୍ୟାରେଟ୍ ସୁନାର ୧୦ ଗ୍ରାମ୍ ରେଟ୍ ୯୩,୧୦୦ ଟଙ୍କା ରହିଥିବା ବେଳେ ୨୪ କ୍ୟାରେଟ୍ ର ଦାମ୍ ୧,୦୧,୫୫୦ ଟଙ୍କା ରହିଛି। ୨୨ ଓ ୨୪ କ୍ୟାରେଟ୍ ରେ ୮୦୦ ଓ ୮୮୦ ଟଙ୍କା କମିଛି। 

3/5

ମାୟାନଗରୀ ମୁମ୍ବାଇରେ ୨୨ କ୍ୟାରେଟ୍ ସୁନାର ୧୦ ଗ୍ରାମ୍ ରେଟ୍ ୯୨,୯୫୦ ଟଙ୍କା ଥିବା ବେଳେ ୨୪ କ୍ୟାରେଟ୍ ର ରେଟ୍  ୧,୦୧,୪୦୦ ଟଙ୍କା ରହିଛି। ୨୨ ଓ ୨୪ କ୍ୟାରେଟ୍ ରେ ୮୦୦ ଓ ୮୮୦ ଟଙ୍କା ଖସିଛି।

4/5

ଦକ୍ଷିଣ ଭାରତର ପ୍ରମୁଖ ସହର ଚେନ୍ନାଇରେ ୨୨ କ୍ୟାରେଟ୍ ସୁନାର ୧୦ ଗ୍ରାମ୍ ରେଟ୍  ୯୨,୯୫୦ ଟଙ୍କା ଥିବା ବେଳେ ୨୪ କ୍ୟାରେଟ୍ ରେଟ୍ ୧,୦୧,୪୦୦ ଟଙ୍କା ରହିଛି। ୨୨ ଓ ୨୪ କ୍ୟାରେଟ୍ ରେ ୮୦୦ ଓ ୮୮୦ ଟଙ୍କା ଖସିଛି।

5/5

ଓଡ଼ିଶାର ରାଜଧାନୀ ଭୁବନେଶ୍ବରରେ ୨୨ କ୍ୟାରେଟ୍ ସୁନାର ୧୦ ଗ୍ରାମ୍ ରେଟ୍ ୯୨,୯୫୦ ଟଙ୍କା ଥିବା ବେଳେ ୨୪ କ୍ୟାରେଟ୍ ର ରେଟ୍ ୧,୦୧,୪୦୦ ଟଙ୍କା ରହିଛି। ଏବଂ ୧୮ କ୍ୟାରେଟ୍ ର ରେଟ୍ ୭୬,୦୫୦ ଟଙ୍କା ରହିଛି।  ୨୨ ଓ ୨୪ କ୍ୟାରେଟ୍ ରେ ୮୦୦ ଓ  ୮୮୦ ଓ ୧୮ କ୍ୟାରେଟ୍ ରେ ୬୬୦ ଟଙ୍କା  ହ୍ରାସ ହୋଇଛି। 

 

;