Advertisement
Photo Details/zeeodisha/odisha2853049
photoDetails0hindi

Gold Rate Today: ଗ୍ରାହକଙ୍କ ପାଇଁ ବଡ଼ ଖବର,ସୁନା ଦରରେ ବୃହତ ହ୍ରାସ:ଓଡି଼ଶାରେ ୨୨ କ୍ୟାରେଟ୍ ରେ ଦାମ୍ ରହିଛି...

Gold Rate Today: ସୁନାଦରକୁ ନେଇ ଆସିଲା ଖୁସି ଖବର। ଗତକାଲି ଦର ବୃଦ୍ଧି ପାଇଥିବା ବେଳେ ଆଜି ଦର ଖସିଛି। ଯାହା ଗ୍ରାହକଙ୍କୁ ସାମାନ୍ୟ ଆଶ୍ବସ୍ତି ଦେଇଛି। ଯଦି ଆପଣ ଆଜି ସୁନା ଅଳଙ୍କାର କିଣିବା ପାଇଁ ଯୋଜନା କରୁଛନ୍ତି। ତେବେ, ଏହି ଖବରଟି ଆପଣଙ୍କ ପାଇଁ ଗୁରୁତ୍ବପୂର୍ଣ୍ଣ ଅଟେ। ତେବେ, ଆସନ୍ତୁ ଜାଣିବା କେଉଁ ସହରରେ କେତେ ରହିଛି ସୁନା ରେଟ୍? 

1/5

ଆଜି ଭାରତୀୟ ବଜାରରେ ୨୨ କ୍ୟାରେଟ୍ ସୁନାର ୧୦ ଗ୍ରାମ୍ ରେଟ୍ ୯୨,୫୫୦ ଟଙ୍କା ଥିବା ବେଳେ ୨୪ କ୍ୟାରେଟ୍ ର ରେଟ୍ ୧,୦୦,୯୭୦ ଟଙ୍କା ରହିଛି। ୨୨ ଓ ୨୪ କ୍ୟାରେଟ୍ ରେ ଭରି ପିଛା ୧୨୫୦ ଓ ୧୩୬୦ ଟଙ୍କା ଖସିଛି। 

ALSO READ: Flight Service: ଅଗଷ୍ଟ ୧୬ରୁ ଭୁବନେଶ୍ବରରୁ-ଝାରସୁଗୁଡାକୁ ଉଡି଼ବ ଷ୍ଟାର୍ ଏୟାର,ଟିକେଟ୍ ର ଦାମ୍ ରହିଛି ମାତ୍ର ଏତିକି ଟଙ୍କା

ALSO READ: ୧୦୧ ବର୍ଷ ପରେ ପଡି଼ଛି ଶନି ନବପଞ୍ଚମ ଯୋଗ! ୨୦୨୭ ପର୍ଯ୍ୟନ୍ତ ଧନୀ ରହିବେ ଏହିସବୁ ରାଶି!

 

2/5

ସେହିପରି ଦେଶର ରାଜଧାନୀ ନୂଆଦିଲ୍ଲୀରେ ୨୨ କ୍ୟାରେଟ୍ ସୁନାର ୧୦ ଗ୍ରାମ୍ ରେଟ୍ ୯୨,୭୦୦ ଟଙ୍କା ରହିଥିବା ବେଳେ ୨୪ କ୍ୟାରେଟ୍ ର ରେଟ୍ ୧,୦୧,୧୨୦ ଟଙ୍କା ରହିଛି। ଏଠାରେ ୨୨ ଓ ୨୪ କ୍ୟାରେଟ୍ ରେ ୧୨୫୦ ଓ ୧୩୬୦ ଟଙ୍କା ହ୍ରାସ ପାଇଛି।

3/5

ମାୟାନଗରୀ ମୁମ୍ବାଇରେ ୨୨ କ୍ୟାରେଟ୍ ସୁନାର ୧୦ ଗ୍ରାମ୍ ରେଟ୍ ୯୨,୫୫୦ ଟଙ୍କା ଥିବା ବେଳେ ୨୪ କ୍ୟାରେଟ୍ ର ରେଟ୍ ୧,୦୦,୯୭୦ ଟଙ୍କା ରହିଛି। ୨୨ ଓ ୨୪ କ୍ୟାରେଟ୍ ରେ ୧୨୫୦ଓ ୧୩୬୦ ଟଙ୍କା କମିଛି। 

 

4/5

ଦକ୍ଷିଣ ଭାରତର ପ୍ରମୁଖ ସହର ଚେନ୍ନାଇରେ ୨୨ କ୍ୟାରେଟ୍ ସୁନାର ୧୦ ଗ୍ରାମ୍ ରେଟ୍ ୯୨,୫୫୦ ଟଙ୍କା ରହିଥିବା ବେଳେ ୨୪ କ୍ୟାରେଟ୍ ର ରେଟ୍ ୧,୦୦,୯୭୦ ଟଙ୍କା ରହିଛି। ୨୨ ଓ ୨୪ କ୍ୟାରେଟ୍ ର ୧୨୫୦ ଓ ୧୩୬୦ ଟଙ୍କା ଖସିଛି। 

5/5

ଓଡି଼ଶାର ରାଜଧାନୀ ଭୁବନେଶ୍ବରରେ ୨୨ କ୍ୟାରେଟ୍ ସୁନାର ୧୦ ଗ୍ରାମ୍ ରେଟ୍ ୯୨,୫୫୦ ଟଙ୍କା ଥିବା ବେଳେ ୨୪ କ୍ୟାରେଟ୍ ର ରେଟ୍ ୧,୦୦,୯୭୦ ଟଙ୍କା ରହିଛି। ଏବଂ ୧୮ କ୍ୟାରେଟ୍ ର ରେଟ୍ ୭୫,୭୩୦ ଟଙ୍କା ରହିଛି। ୨୨,୨୪ ଓ ୧୮ କ୍ୟାରେଟ୍ ରେ ୧୨୫୦,୧୩୬୦ ଓ ୧୦୨୦ଟଙ୍କା ହ୍ରାସ ହୋଇଛି। 

 

;