Advertisement
Photo Details/zeeodisha/odisha2673180
photoDetails0hindi

Gold Rate Today: ସୁନାଦରରେ ରେକର୍ଡ଼ ବୃଦ୍ଧି, ଭୁବନେଶ୍ବରରେ ଭରି ପିଛା ବଢିଲା ଏତେ ଶହ ଟଙ୍କା


Gold Rate Today: ସୁନା ପ୍ରେମୀଙ୍କ ପାଇଁ ବଡ଼ ଖବର। ଗତକାଲି ସୁନା ରେଟ୍ ଖସିଥିବା ବେଳେ  ଆଜି ଦରର ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି। ଯଦି ଆପଣ ଆଜି ସୁନା-ଅଳଙ୍କାର କିଣିବା ପାଇଁ ଯୋଜନା କରୁଛନ୍ତି। ତେବେ, ଏହି ଖବରଟି ଆପଣଙ୍କ ପାଇଁ ଗୁରୁତ୍ବପୂର୍ଣ୍ଣ ଅଟେ। ତେବେ, ଆସନ୍ତୁ ଜାଣିବା କେଉଁ ସହରରେ କେତେ ରହିଛି ସୁନା ରେଟ୍। 

 

1/5

ଆଜି ଭାରତୀୟ ବଜାରରେ ୨୨ କ୍ୟାରେଟ୍ ସୁନାର ୧୦ ଗ୍ରାମ୍ ରେଟ୍ ୮୦,୪୦୦ ଟଙ୍କା ଥିବା ବେଳେ ୨୪ କ୍ୟାରେଟ୍ ର ଦାମ୍ ୮୭,୭୧୦ ଟଙ୍କା ରହିଛି। ୨୨ ଓ ୨୪ କ୍ୟାରେଟ୍ ରେ ୫୦୦ ଓ ୫୫୦ ଟଙ୍କା ବୃଦ୍ଧି ପାଇଛି। 

ALSO READ: Asima Panda Viral Video: କାହା ପାଇଁ ସିଙ୍ଗିଲ୍ ରହିବେ କଣ୍ଠଶିଳ୍ପୀ ଅସୀମା ପଣ୍ତା? କହିଦେଲେ ଏମିତି କିଛି...ଦେଖନ୍ତୁ ଭିଡିଓ

ALSO READ: ଏହି ଅଭିନେତାଙ୍କ ସହ କାଶ୍ମିରରୁ ଭାଇରାଲ୍ ହେଲା ଅଭିନେତ୍ରୀ ରିୟା ଦେ' ଙ୍କ ଏହି ଭିଡିଓ, ଦେଖନ୍ତୁ

2/5

ସେହିପରି ଦେଶର ରାଜଧାନୀ ନୂଆଦିଲ୍ଲୀରେ ୨୨ କ୍ୟାରେଟ୍ ସୁନାର ୧୦ ଗ୍ରାମ୍ ରେଟ୍ ୮୦,୫୫୦ ଟଙ୍କା ଥିବା ବେଳେ ୨୪ କ୍ୟାରେଟ୍ ର ଦାମ୍ ୮୭,୮୬୦ ଟଙ୍କା ରହିଛି। ୨୨ ଓ ୨୪ କ୍ୟାରେଟ୍ ରେ ୫୦୦ ଓ ୫୫୦ ଟଙ୍କା ବୃଦ୍ଧି ପାଇଛି। 

3/5

ମାୟା ନଗରୀ ମୁମ୍ବାଇରେ ୨୨ କ୍ୟାରେଟ୍ ସୁନାର ୧୦ ଗ୍ରାମ୍ ରେଟ୍ ୮୦,୪୦୦ ଟଙ୍କା ଥିବା ବେଳେ ୨୪ କ୍ୟାରେଟ୍ ର ରେଟ୍  ୮୭,୭୧୦ ଟଙ୍କା ରହିଛି । ୨୨ ଓ ୨୪ କ୍ୟାରେଟ୍ ରେ ୫୦୦ ଓ ୫୫୦ ଟଙ୍କା ବଢିଛି। 

4/5

ଦକ୍ଷିଣ ଭାରତର ପ୍ରମୁଖ ସହର ଚେନ୍ନାଇରେ ୨୨ କ୍ୟାରେଟ୍ ସୁନାର ୧୦ ଗ୍ରାମ୍ ରେଟ୍ ୮୦,୪୦୦ ଟଙ୍କା ଥିବା ବେଳେ ୨୪ କ୍ୟାରେଟ୍ ର ଦାମ୍ ୮୭,୭୧୦ ଟଙ୍କା ରହିଛି। ୨୨ ଓ ୨୪ କ୍ୟାରେଟ୍ ରେ ୫୦୦ ଓ ୫୫୦ ଟଙ୍କା ବୃଦ୍ଧି ହୋଇଛି। 

 

5/5

ଅନ୍ୟପଟେ, ଓଡି଼ଶାର ରାଜଧାନୀ ଭୁବନେଶ୍ବରରେ ୨୨ କ୍ୟାରେଟ୍ ସୁନାର ୧୦ ଗ୍ରାମ୍ ରେଟ୍ ୮୦,୪୦୦ ଟଙ୍କା ଥିବା ବେଳେ ୨୪ କ୍ୟାରେଟ୍ ର ଦାମ୍ ୮୭,୭୧୦ ଟଙ୍କା ରହିଛି। ଏବଂ ୧୮ କ୍ୟାରେଟ୍ ର ଦାମ୍ ୬୫,୭୮୦ ଟଙ୍କା ରହିଛି। ୨୨ ଓ ୨୪ ଓ ୧୮ କ୍ୟାରେଟ୍ ରେ ୫୦୦,୫୫୦ ଓ ୪୦୦ ଟଙ୍କା ବଢିଛି।   

 

;