Advertisement
Photo Details/zeeodisha/odisha2852897
photoDetails0hindi

Flight Service: ଅଗଷ୍ଟ ୧୬ରୁ ଭୁବନେଶ୍ବରରୁ-ଝାରସୁଗୁଡାକୁ ଉଡି଼ବ ଷ୍ଟାର୍ ଏୟାର,ଟିକେଟ୍ ର ଦାମ୍ ରହିଛି ମାତ୍ର ଏତିକି ଟଙ୍କା

Flight Service: ଭୁବନେଶ୍ବର-ଝାରସୁଗୁଡା ସେକ୍ଟରରେ ବିମାନ ସେବା ଲାଗି ଘରୋଇ କମ୍ପାନୀ 'ଷ୍ଟାର୍ ଏୟାର' ଆଗଭର ହେବା ସହ ସପ୍ତାହର ସମସ୍ତ ଦିନ  ବିମାନ ସେବା ଯୋଗାଇବାକୁ ଘୋଷଣା କରିଛି।  

2/5

ଭୁବନେଶ୍ବରରୁ ଝାରସୁଗୁଡା ପାଇଁ ଟିକେଟ୍ ମୂଲ୍ୟ ୧୫୯୯ ଟଙ୍କା ରହିଛି। ଏବଂ ଝାରସୁଗୁଡାରୁ  ଭୁବନେଶ୍ବର ପାଇଁ  ଏହି ମୂଲ୍ୟ ୧୪୯୯ ଟଙ୍କା ରହିଛି ବୋଲି ଷ୍ଟାର ଏୟାର ପକ୍ଷରୁ ଜାରି ପ୍ରେସ୍ ବିଜ୍ଞପ୍ତିରେ କୁହାଯାଇଛି। 

3/5

ଏହା ଦ୍ବାରା ଭୁବନେଶ୍ବର ଓ ଝାରସୁଗୁଡା ମଧ୍ୟରେ  ସରଳ ଓ ସୁବିଧା ଜନକ ଯାତ୍ରା ସୁନିଶ୍ଚିତ ହେବ ବୋଲି  କମ୍ପାନୀ କହିଛି। ଷ୍ଟାର ଏୟାରର ଚିଫ୍ କମର୍ସିଆଲ୍ ଆଣ୍ତ ମାର୍କେଟିଂ ଅଫିସର  ଶିଳ୍ପା ଭାଟିଆ କହିଛନ୍ତି ଯେ, ଭୁବନେଶ୍ବରରୁ ଷ୍ଟାର  ଏୟାରର ବିମାନ ସେବା ଆରମ୍ଭ ହେବାକୁ ଥିବାରୁ ଖୁସି ପ୍ରକଟ କରିଛନ୍ତି। 

 

4/5

ସୂଚନାଯୋଗ୍ୟ, ୨୦୧୯ ମସିହା ମେ ୩୧ ତାରିଖ ଠାରୁ ଝାରସୁଗୁଡାର ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦରରୁ ବିମାନ ସେବା ଆରମ୍ଭ ହୋଇଥିଲା। ଏକ ଘରୋଇ ସଂସ୍ଥା ସ୍ପାଇସ୍ ଜେଟ୍ ଏହି ସେବା ଏଠାରେ ଆରମ୍ଭ କରିଥିଲା।

 

5/5

ବିଶେଷକରି, ଝାରସୁଗୁଡାରୁ ନୂଆଦିଲ୍ଲୀ, କୋଲକାତା ଓ ହାଇଦ୍ରାବାଦ୍ ରୁଟ୍ ପାଇଁ ସେବା ଆରମ୍ଭ କରିଥିଲା। 

 

;