Advertisement
Photo Details/zeeodisha/odisha2880369
photoDetails0hindi

PMFBY: ଚାଷୀଙ୍କ ପାଇଁ ଖୁସି ଖବର,ବଢିଲା ପିଏମ୍ ଫସଲ ବୀମା ପଞ୍ଜିକରଣ ଅବଧି, ଜାଣନ୍ତୁ ଲାଷ୍ଟ ଡେଟ୍ କେବେ?

Pradhan Mantri Fasal Bima Yojana: ଚାଷୀଙ୍କ ପାଇଁ ଖୁସି ଖବର। ବଢିଲା ପିଏମ୍ ଫସଲ ବୀମା ପଞ୍ଜିକରଣର ଅବଧି ହୋଇଛି। ତେବେ, ଆସନ୍ତୁ ଜାଣିବା ପଞ୍ଜିକରଣର ଶେଷ ତାରିଖ କେବେ।....

2/5

ଚଳିତ ଖରିପ୍ ଋତୁ ପାଇଁ  ପ୍ରଧାନମନ୍ତ୍ରୀ ଫସଲ୍ ବୀମା (PMFBY) ରେ ରେଜିଷ୍ଟ୍ରେସନ୍ ପାଇଁ ଶେଷ ( କଟ୍-ଅପ୍) ତାରିଖକୁ ଉଭୟ ଋଣୀ ଓ ଅଣ-ଋଣୀ କୃଷକଙ୍କ ପାଇଁ ,୩୧ ଅଗଷ୍ଟ ପର୍ଯ୍ୟନ୍ତ  ବୃଦ୍ଧି କରାଯାଇଛି। 

 

3/5

ରାଜ୍ୟ ସରକାର ଏ ସମ୍ବନ୍ଧୀୟ ପ୍ରସ୍ତାବକୁ  ଭାରତ ସରକାର ଅନୁମୋଦନ କରିଛନ୍ତି।

4/5

ଏଣିକି ରବିବାର ଓ ଛୁଟି ଦିନରେ ମଧ୍ୟ ଚାଷୀ ପଞ୍ଜିକରଣ ହେବ। ସକାଳ ୮ଟାରୁ ରାତି ୮ଟା ଯାଏଁ ପଞ୍ଜିକରଣ କରିହେବ। ଆସନ୍ତା ୨୦ ତାରିଖରେ ପଞ୍ଜିକରଣ ସମୟ ସୀମା ସରୁ ଥିବାରୁ  ଏହିପରି ନିସ୍ପତ୍ତି ନେଇଛି ସମବାୟ ବିଭାଗ। 

5/5

 ଏ-ନେଇ ଏକ୍ସରେ ସୂଚନା ଦେଇଛନ୍ତି କୃଷି ବିଭାଗର ପ୍ରମୁଖ ସଚିବ ଅରବିନ୍ଦ ପାଢୀ

 

;