Rudra Mishra Video: ଯାତ୍ରା ଅଭିନେତା ରୁଦ୍ର ମିଶ୍ରଙ୍କୁ କିଏ ବା ନ ଜାଣେ। ଯାତ୍ରା ଜଗତରେ ସେ ଖୁବ୍ ଲୋକପ୍ରିୟ। ନିକଟରେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ଯାତ୍ରା ଅଭିନେତା ରୁଦ୍ର ମିଶ୍ର ଓ ଅଭିନେତ୍ରୀ ସ୍ମରଣିକା ପ୍ରିୟଦର୍ଶିନୀ। ଏହି ବିବାହ ପରେ ବିବାଦ ଘେରକୁ ଆସିଛନ୍ତି ରୁଦ୍ର। ଦେଖନ୍ତୁ ତାଙ୍କର ଏହି ଭିଡିଓ...