Advertisement
Photo Details/zeeodisha/odisha2861345
photoDetails0hindi

Odisha Weather Report: ସକ୍ରିୟ ରହିଛି ଘୂର୍ଣ୍ଣିବଳୟ, ଭୀଷଣ ବର୍ଷା ନେଇ ଏହିସବୁ ଜିଲ୍ଲାକୁ ଆଲର୍ଟ ଜାରି...

Odisha Weather Report: ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଜାରି ରହିଛି। ଆଜି ମଧ୍ୟ କେତେକ ସ୍ଥାନରେ ପ୍ରବଳ ବର୍ଷା ନେଇ ୟେଲୋ ଆଲର୍ଟ ଜାରି ହୋଇଛି। ତେବେ, ଆସନ୍ତୁ ଜାଣିବା କେଉଁ ସ୍ଥାନରେ ଆଜି ଓ ଆସନ୍ତାକାଲି ବର୍ଷା ନେଇ ସତର୍କତା ଜାରି ହୋଇଛି। ...

1/5

ଦକ୍ଷିଣ ବାଂଲାଦେଶ ଏବଂ ଏହାର ଆଖପାଖ ଅଞ୍ଚଳର ବାୟୁ ମଣ୍ତଳ ଉପରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଘୂର୍ଣ୍ଣିବଳୟ ପ୍ରଭାବରେ  ଆଉ ୨୪ ଘଣ୍ଟା ରାଜ୍ୟରେ ବର୍ଷାର ବିସ୍ତୁତି ଜାରି ରହିବ। 

ALSO READ: August Grah Gochar 2025: ଅଗଷ୍ଟରେ ତିନି ବଡ଼ ଗ୍ରହଙ୍କ ଚଳନ, ଫିଟିବ ଏହିସବୁ ରାଶିଙ୍କ ଭାଗ୍ୟ;ବଢିବ ବ୍ୟାଙ୍କ୍ ବାଲାନ୍ସ

ALSO READ: Subhadra Yojana 2025: ଖୁସି ଖବର,ଏହି ଦିନ ଆକାଉଣ୍ଟକୁ ଆସିବ ସୁଭଦ୍ରାର ତୃତୀୟ କିସ୍ତି ଟଙ୍କା,ସେପଟେ ପଞ୍ଜିକରଣ ପାଇଁ ପୁଣି ଖୋଲିବ...

 

2/5

୩୧ ତାରିଖରୁ ରାଜ୍ୟରେ ପାଗ ଶୁଖିଲା ରହିବା ନେଇ ଆଞ୍ଚଳିତ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶିକ ମନୋରମା ମହାନ୍ତି କହିଛନ୍ତି। 

3/5

ଆଜି ବିଶେଷକରି, ବାଲେଶ୍ବର, ଯାଜପୁର, ଭଦ୍ରକ, କେନ୍ଦ୍ରାପଡା, ସୁନ୍ଦରଗଡ, ଝାରସୁଗୁଡା, ବରଗଡ, ସମ୍ବଲପୁର, ଦେବଗଡ଼, ଅନୁଗୁଳ,ଢେଙ୍କାନାଳ  ଓ ମୟୂରଭଂଜ ଜିଲ୍ଲାକପ ବିଜୁଳି ଘଡ଼ଘଡ଼ି ସହ ବର୍ଷା ନେଇ ୟେଲୋ ଆଲର୍ଟ ଜାରି ହୋଇଛି। ଆସନ୍ତାକାଲି(ଗୁରୁବାର) ଠାରୁ ରାଜ୍ୟରେ କୌଣସି ଜିଲ୍ଲାକୁ ପ୍ରବଳ ବର୍ଷା ନେଇ ଓ୍ବାର୍ଣ୍ଣିଂ ଜାରି ହୋଇ ନାହିଁ।  ଆଜି ଠାରୁ ବର୍ଷା ହ୍ରାସ ପାଇବ। 

4/5

ଆସନ୍ତାକାଲି (ଗୁରୁବାର) ବରଗଡ଼, ଝାରସୁଗୁଡା, ଦେବଗଡ଼, ସମ୍ବଲପୁର, ଅନୁଗୁଳ, ନୟାଗଡ, ଗଞ୍ଜାମ, ଗଜପତି,ଖୋର୍ଦ୍ଧା, ପୁରୀ, ଜଗତସିଂହପୁର, କଟକ, ଢେଙ୍କାନାଳ ଓ କେନ୍ଦୁଝରରେ ବର୍ଷା ହେବାର ସମ୍ଭାବନା ରହିଛି। 

5/5

ଏହାସହ କେନ୍ଦୁଝର, ମୟୂରଭଂଞ୍ଜ ଓ ଭଦ୍ରକ ଜିଲ୍ଲାରେ ବିଜୁଳି ଘଡଘଡି ବର୍ଷ ବର୍ଷା ହେବା ନେଇ ସତର୍କତା ଜାରି ରହିଛି।

 

;