Advertisement
Photo Details/zeeodisha/odisha2669175
photoDetails0hindi

Budh Gochar 2025: ବୁଧ ଏବଂ ଶନିଙ୍କ ସଂଯୋଗ, ୪ ରାଶିର ବଦଳିବ ଭାଗ୍ୟ

Budh Gochar 2025: ଗ୍ରହ ରାଜକୁମାର ବୁଧ ଉତ୍ତର ଭାଦ୍ରପଦ ନକ୍ଷତ୍ରରେ ଚଳନ କରିଛନ୍ତି। ଜ୍ୟୋତିଷ ଶାସ୍ତ୍ରରେ ୨୭ଟି ନକ୍ଷତ୍ର ମଧ୍ୟରୁ ଉତ୍ତରଭାଦ୍ରପଦ ନକ୍ଷତ୍ର ହେଉଛି ୨୬ତମ । ଏହି ନକ୍ଷତ୍ରର ଅଧିପତି ହେଉଛନ୍ତି ଶନି ଦେବ ।

1/5

ବୃଷ ରାଶି

ବୁଧଙ୍କ ଚଳନ ଆପଣଙ୍କ ପାଇଁ ଲାଭଦାୟକ ସାବ୍ୟସ୍ତ ହୋଇପାରେ। ଏହି ସମୟରେ ଅସମ୍ପୂର୍ଣ୍ଣ କାମ ଗୁଡିକ ଶେଷ ହୋଇପାରେ। କୋର୍ଟ କଚେରୀ ମାମଲାରେ ସଫଳତା ମିଳିବାର ସମ୍ଭାବନା ରହିଛି। ଛାତ୍ରଛାତ୍ରୀମାନେ ପ୍ରତିଯୋଗିତାମୂଳକ ପରୀକ୍ଷାରେ ସଫଳତା ହାସଲ କରିବାର ସମ୍ଭାବନା ଅଧିକ ।

2/5

କର୍କଟ ରାଶି

ବୁଧଙ୍କ ଚଳନ ଆପଣଙ୍କ ଜୀବନରେ ସକାରାତ୍ମକ ପରିବର୍ତ୍ତନ ଆଣିପାରେ। କ୍ୟାରିୟରରେ ଆପଣଙ୍କୁ ନୂତନ ସୁଯୋଗ ମିଳିପାରେ। ଚାକିରି କ୍ଷେତ୍ରରେ ବୋନସ୍ ମିଳିବାର ସମ୍ଭାବନା ଅଧିକ। ବ୍ୟବସାୟରେ ଲାଭ ଅଧିକ ମିଳିପାରେ ।

3/5

ଧନୁ ରାଶି

ଉତ୍ତର ଭାଦ୍ରପଦ ନକ୍ଷତ୍ରରେ ବୁଧଙ୍କ ଚଳନ ଆପଣଙ୍କ ପାଇଁ ଶୁଭ ସାବ୍ୟସ୍ତ ହୋଇପାରେ। ପରିବାରରେ ଖୁସିର ଲହରି ରହିବ । ପରିବାରରେ ଥିବା ବିବାହଯୋଗ୍ୟ ବ୍ୟକ୍ତିଙ୍କୁ ନେଇ ଖୁସି ଖବର ଆସିପାରେ । ନିବେଶରୁ ଆପଣଙ୍କୁ ବଡ଼ ଧରଣର ଲାଭ ମିଳିପାରେ। ବ୍ୟବସାୟରେ ମଧ୍ୟ ଲାଭ ବଢିବ।  ଚାକିରି କ୍ଷେତ୍ରରେ ନୂଆ ସୁଯୋଗ ମିଳିପାରେ।

4/5

ସିଂହ ରାଶି

ଉତ୍ତର ଭାଦ୍ରପଦ ନକ୍ଷତ୍ରରେ ବୁଧଙ୍କ ଚଳନ ଆପଣଙ୍କ ପାଇଁ ଅନୁକୂଳ ପ୍ରମାଣିତ ହୋଇପାରେ। ଆପଣଙ୍କ ସାହସ ବଢିବାକୁ ଲାଗିବ । ନିଷ୍ପତ୍ତିରେ ଆତ୍ମବିଶ୍ୱାସ ପ୍ରତିଫଳିତ ହେବ। ଆର୍ଥିକ ସ୍ଥିତି ଭଲ ରହିବ।

5/5

Disclamer: ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ଜ୍ୟୋତିଷ ଶାସ୍ତ୍ର, ପଞ୍ଚାଙ୍ଗ, ପୁରାଣ ତଥ୍ୟରୁ ମିଳିଥିବା ସୂଚନା ଅନୁଯାୟୀ ଏହି ତଥ୍ୟ ପ୍ରଦାନ କରାଯାଇଛି। ଏଥିପାଇଁ ZEE ODISHA NEWS ଦାୟୀ ରହିବ ନାହିଁ।

;