Advertisement
Photo Details/zeeodisha/odisha2766285
photoDetails0hindi

Plus 2 Result: ୨୧ ମଇ ଏହି ସମୟରେ ବାହାରିବ ଯୁକ୍ତ ୨ ଫଳ

୨୧ ମଇ ବୁଧବାର ଦିନ ପ୍ରକାଶ ପାଇବ ଯୁକ୍ତ ୨ ପରୀକ୍ଷା ଫଳ

1/5

ଅପରାହ୍ମ ୪ଟା ସମୟରେ ଫଳ ପ୍ରକାଶ ପାଇବ ବୋଲି ସୂଚନା ମିଳିଛି

2/5

କଳା, ବାଣିଜ୍ୟ ଏବଂ ବିଜ୍ଞାନ ଫଳ ଏକାସାଙ୍ଗରେ ପ୍ରକାଶ ପାଇବ

3/5

ଛାତ୍ରଛାତ୍ରୀମାନେ orrissaresults.nic.in ମାଧ୍ୟମରେ ଫଳାଫଳ ଦେଖିପାରିବେ

4/5

ଏନେଇ ଶିକ୍ଷା ବିଭାଗ ପକ୍ଷରୁ ସୂଚନା ଜାରି କରାଯାଇଛି

5/5

ଅନ୍ୟପଟେ, ଯୁକ୍ତ ୩ ନାମଲେଖା ଆବେଦନ ଅବଧି ବୃଦ୍ଧି କରିଛନ୍ତି ରାଜ୍ୟ ସରକାର । ଆଜି ଶେଷ ହେଉଥିବା ଅବଧିକୁ ଜୁନ ୧ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି ।

;