Advertisement
Photo Details/zeeodisha/odisha2782091
photoDetails0hindi

ଆଇନ ମନ୍ତ୍ରୀଙ୍କ ଘରେ ଯାତ୍ରା ଅଭିନେତ୍ରୀ ମାମୁନି ଷଡ଼ଙ୍ଗୀ

ନିଜ ସ୍ୱାମୀଙ୍କ ସହ ଯାତ୍ରା ମାଲିକ ନାଣ୍ଡୁ ବାବୁଙ୍କ ବିରୋଧରେ ଅଭିଯୋଗ ପାଇଁ ଆସିଥିବା ସୂଚନା ମିଳିଛି । ପୂର୍ବରୁ ନାଣ୍ଡୁ ବାବୁ ଲୋକ ଲଗାଇ ତାଙ୍କୁ ମାଡ଼ ମାରିଥିବା ଅଭିଯୋଗ କରିଥିଲେ ମାମୁନି ।

1/10

ମୋ ଅଭିଯୋଗର ତଦନ୍ତ ପ୍ରକ୍ରିୟା ଆଗକୁ ନବଢିବା କାରଣରୁ ମୁଁ ମାନ୍ୟବର ଆଇନ ମନ୍ତ୍ରୀଙ୍କ ସହ ସାକ୍ଷାତ କରିବାକୁ ଦ୍ୱାରସ୍ଥ ହେଲି

2/10

ମୋ ଅଭିଯୋଗ ବିଷୟରେ ମୁଁ ଆଇନମନ୍ତ୍ରୀଙ୍କୁ ଜଣାଇଛି । ସେ ମତେ ପ୍ରତିଶୃତି ଦେଇଛନ୍ତି ଯେ, ନିଶ୍ଚିତ ମତେ ନ୍ୟାୟ ମିଳିବ 

3/10

ତେବେ ମାମୁନି ଆଇନମନ୍ତ୍ରୀଙ୍କ ସାମ୍ନାରେ କଣ କହିଛନ୍ତି ସେନେଇ ବିସ୍ତୃତ ତଥ୍ୟ ଦେଇନାହାନ୍ତି

4/10

ଯାତ୍ରା ସମ୍ରାଟ ତୁଳସୀ ଗଣନାଟ୍ୟର ନାଣ୍ଡୁ ବାବୁଙ୍କୁ ଗିରଫ କରିବା ନେଇ ମାମୁନିଙ୍କ ଦାବି ରହିଥିବା ସୂଚନା ମିଳିଛି

5/10

ମୁଁ ନ୍ୟାୟ ପାଇଁ ଲଢୁଛି ଯେ ପର୍ଯ୍ୟନ୍ତ ମତେ ନ୍ୟାୟ ନମିଳିବ ସେପର୍ଯ୍ୟନ୍ତ ମୁଁ ଲଢି ଚାଲିବି ବୋଲି ମାମୁନି କହିଛନ୍ତି

6/10

ମୁଁ ଏତଲା ଦେବାର ୬ଦିନ ବିତିଗଲାଣି ହୁଏତ ନାଣ୍ଡୁ ବାବୁଙ୍କ କିଛି ପ୍ରଭାବ ଥାଇପାରେ ସେଥିପାଇଁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନି

7/10

ପ୍ରଥମେ ମାମୁନି ଅଭିଯୋଗ ଆଣିଲା ତାପରେ ପୂଜା ଆସିଲା ତାପରେ ଆହୁରି ଅନେକ କଳାକାର ଅଭିଯୋଗ ଆଣିପାରନ୍ତି ବୋଲି ମାମୁନି କହିଥିଲେ

8/10

ସେ (ନାଣ୍ଡୁ ବାବୁ) କାହା ପ୍ରତି କଣ ସବୁ କରିଛନ୍ତି ନିଜେ ଜାଣିଛନ୍ତି

9/10

ଆପଣଙ୍କୁ କହିରଖିବାକୁ ଚାହୁଁ ଯେ, ପ୍ରଥମେ ଯାତ୍ରା ଜଗତର ହାସ୍ୟ ଅଭିନେତା ନରୀ ପଣ୍ଡାଙ୍କୁ ମାଡ ମାରିବା ଅଭିଯୋଗ କାରଣରୁ ଚର୍ଚ୍ଚାକୁ ଆସିଥିଲେ ନାଣ୍ଡୁ ବାବୁ

10/10

ପରେ ଯାତ୍ରା ଅଭିନେତ୍ରୀ ସୋନାଲି ପଣ୍ଡାଙ୍କୁ ପରିବାରଠାରୁ ଦୂରରେ ରଖିବା ଅଭିଯୋଗ କରିଥିଲେ ସୋନାଲୀଙ୍କ ସ୍ୱାମୀ

;