Advertisement
Photo Details/zeeodisha/odisha2756941
photoDetails0hindi

Archana Nag: ପୁଣି ଚର୍ଚ୍ଚାରେ ଅର୍ଚ୍ଚନା ନାଗ୍, ଜାଣନ୍ତୁ କାହିଁକି?

Archana Nag: ପୁଣି ଚର୍ଚ୍ଚାରେ ଲେଡି଼ ବ୍ଲାକ୍-ମେଲର ଅର୍ଚ୍ଚନା ନାଗ୍। ହନିଟ୍ରାପ୍ କୁଇନ୍ ଅର୍ଚ୍ଚନାଙ୍କୁ ଲାଗିଛି ପୁଣି ଝଟକା। ଅପରାଧିକ ମାମଲା କାରଣରୁ ବହୁ ଚର୍ଚ୍ଚିତ ଅର୍ଚ୍ଚନା ନାଗ୍ ଆଡଭୋକେଟ୍ ଲାଇସେନ୍ସ ପାଇବା ଘଟଣା ବିବାଦୀୟ ମୋଡ଼ ନେଇଛି।

1/10

ତାଙ୍କ ବିରୋଧରେ  ଥିବା ଫୌଜଦାରୀ ମାମଲା ସମ୍ପର୍କରେ  ତଥ୍ୟ ଲୁଚାଇ ଥିବାରୁ କାହିଁକି କାର୍ଯ୍ୟାନୁଷ୍ଠାନ ହେବ ନାହିଁ ସେ ସସମ୍ପର୍କରେ  ଜବାବ୍ ଦେବାକୁ ରାଜ୍ୟ ଆଇନଜୀବୀ ପରିଷଦ  ବା ବାର୍ କାଉନସିଲ୍  ପକ୍ଷରୁ କାରଣ ଦର୍ଶାଇ ନୋଟିସ୍ ଜାରି କରାଯାଇଛି। 

ALSO READ: Shani Gochar 2025: ଶନି ଅମାବାସ୍ୟାରେ ଫିଟିବ ୫ରାଶିଙ୍କ ଭାଗ୍ୟ,ବର୍ଷସାରା ଟଙ୍କା ବର୍ଷା କରିବେ ନ୍ୟାୟର ଦେବତା!

ALSO READ: Cyclone Shakti: ମେ'ମାସରେ ଓଡି଼ଶାକୁ ବାତ୍ୟା ଭୟ! ଏହିଦିନ ଲ୍ୟାଣ୍ତଫଲ୍ କରିବ ସାମ୍ଭାବ୍ୟ ବାତ୍ୟା 'ଶକ୍ତି';ଏହିସବୁ ସ୍ଥାନକୁ ଆଲର୍ଟ ଜାରି

2/10

ଏ ସଂକ୍ରାନ୍ତରେ ୭ ଦିନ ମଧ୍ୟରେ  ଜବାବ୍ ଦେବକୁ ନୋଟିସ୍ ରେ କୁହାଯାଇଛି।  

 

3/10

ଲାଇସେନ୍ସ ପାଇଁ ଆବେଦନ କଲାବେଳେ  ଅର୍ଚ୍ଚନା ନାଗ୍  ତାଙ୍କ ବିରୋଧରେ କୌଣସି ଫୌଜଦାରୀ ମାମଲା ନାହିଁ ବୋଲି ଦର୍ଶାଇଥିଲେ। କିନ୍ତୁ ବାସ୍ତବରେ  ଏକାଧିକ ମାମଲା ରହିଛି।  

 

4/10

ତେଣୁ ତଥ୍ୟ ଲୁଚାଇ ଥିବାରୁ  ଅର୍ଚ୍ଚନା ନାଗ୍ ଙ୍କ ଆଡଭୋକେଟ୍ ଲାଇସେନ୍ସ ବାତିଲ୍ ହୋଇପାରେ ବୋଲି କୁହାଯାଉଛି। 

 

5/10

ଗତ ୧୦ ତାରିଖରେ ଅର୍ଚ୍ଚନା ନାଗ୍  ରାଜ୍ୟ ଆଇନଜୀବୀ ପରିଷଦରେ ଆଡଭୋକେଟ୍ ଭାବେ  ଲାଇସେନ୍ସ ପାଇବା  ସହ ନିଜ ନାମ ପଞ୍ଚିକୃତ  କରିଥିଲେ।  

 

6/10

ପରେ ରାଜ୍ୟ ଆଇନଜୀବୀ ପରିଷଦ ଜାଣିବାକୁ ପାଇଲେ ଯେ, ତାଙ୍କ ବିରୋଧରେ  କ୍ରିମିନାଲ୍ କେସ୍  ବିଚାର ଧିନ ଅଛି। 

 

7/10

୨୦୨୪, ସେପ୍ଟେମ୍ବର ୨ ତାରିଖରେ ଅର୍ଚ୍ଚନା ନାଗ୍ ଙ୍କ ଆଡଭୋକେଟ୍ ଲାଇସେନ୍ସ ପାଇଁ ଯେଉଁ ଆବେଦନ କରିଥିଲେ।  

 

8/10

ସେଥିରେ ସେ ତଥ୍ୟକୁ ଲୁଚାଇ ଥିବା ସମ୍ନାକୁ ଆସିଛି।  ଉକ୍ତ ଫର୍ମର କଲମ୍ -୨୦ରେ କୌଣସି ପ୍ରକାର ଫୌଜଦାରୀ କେସ୍ ନାହିଁ ବୋଲି ଉଲ୍ଲେଖ କରାଯାଇଛି।  

9/10

ତେଣୁ ନୋଟିସ୍ ସମ୍ପର୍କରେ  ୭ ଦିନ ଭିତରେ ଯଦି ସେ ଉତ୍ତର ନ ରଖନ୍ତି । 

 

10/10

ତାହା ହେଲେ  ରାଜ୍ୟ ଆଇନଜୀବୀ ପରିଷଦ ଏକପାଖିଆ କାର୍ଯ୍ୟାନୁଷ୍ଠାନ ନେବ ବୋଲି କୁହାଯାଇଛି। 

 

;