Advertisement
Photo Details/zeeodisha/odisha2795792
photoDetails0hindi

Petrol And Diesel Price Today: ନୂଆ ତୈଳ ଦର ଜାରି, ଜାଣନ୍ତୁ ଓଡ଼ିଶାରେ କେତେ ରହିଛି ପେଟ୍ରୋଲ୍ -ଡିଜେଲ୍ ରେଟ୍?

Petrol And Diesel Price Today: ଦେଶରେ ପ୍ରତିଦିନ ପେଟ୍ରୋଲ୍ ଓ ଡିଜେଲ୍ ରେଟ୍ ବଦଳିଥାଏ। କିଛି ସ୍ଥାନରେ ଦର ଖସିଥିବା ବେଳେ ଆଉ କିଛି ସ୍ଥାନରେ ଦର ବୃଦ୍ଧି ପାଇଥାଏ। ଅଏଲ୍ ମାର୍କେଟିଂ କମ୍ପାନୀମାନେ ଆଜି ଏକ ନୂଆ ପେଟ୍ରୋଲ ଓ ଡିଜେଲ୍ ଦର ଦାରି କରିଛନ୍ତି। ଆଜି  ଜୁନ୍ ୧୧ ବୁଧବାର,ତେବେ ଆସନ୍ତୁ ଜାଣିବା କେଉଁ ସବୁ  ପ୍ରମୁଖ ସହରରେ କେତେ ରହିଛି ପେଟ୍ରୋଲ୍ -ଡ଼ିଜେଲ୍ ରେଟ୍ ?

1/6

ଦେଶର ରାଜଧାନୀ ନୂଆଦିଲ୍ଲୀରେ ପେଟ୍ରୋଲ୍ ଲିଟର ପିଛା ୯୪ ଟଙ୍କା ୭୭ ପଇସା ଥିବା ବେଳେ ଡିଜେଲ୍ ଲିଟର ପିଛା ୮୭ ଟଙ୍କା  ୬୭ ପଇସା ରହିଛି। ଏଠାର ଦର ଆଜି ସ୍ଥିର ରହିଛି।

ALSO READ: Gold Rate Today: ସୁନାଦରରେ ବୃହତ ବୃଦ୍ଧି,ଆଜି ଓଡି଼ଶାରେ ୨୨ କ୍ୟାରେଟ୍ ର ରେଟ୍ ରହିଛି ...

2/6

ମାୟାନଗରୀ ମୁମ୍ବାଇରେ ପେଟ୍ରୋଲ ଲିଟର ପିଛା  ୧୦୩ ଟଙ୍କା ୫୦ ପଇସା ଥିବା ବେଳେ ଡିଜେଲ୍ ଲିଟର ୯୦ ଟଙ୍କା ୦୩ ପଇସା ରହିଛି। ଏ-ଠାରେ ଦରର ଅପରିବର୍ତ୍ତିତ ରହିଛି। 

3/6

ବେଙ୍ଗାଲୁରୁରେ ପେଟ୍ରୋଲ୍ ଲିଟର ୧୦୨ ଟଙ୍କା ୯୨ ପଇସା ଥିବା ବେଳେ ଡିଜେଲ୍ ଲିଟର ପିଛା ୯୧ ଟଙ୍କା ୦୪ ପଇସା ରହିଛି। ଏଠାରେ ମଧ୍ୟ ତୈଳ ଦର ସ୍ଥିର ରହିଛି। 

 

4/6

ଓଡି଼ଶାର ରାଜଧାନୀ ଭୁବନେଶ୍ବରରେ ପେଟ୍ରୋଲ୍ ଲିଟର  ୧୦୧.୧୧ ପଇସା ଥିବା ବେଳେ ଡିଜେଲ୍ ରେଟ୍ ୯୨.୬୯ ଟଙ୍କା ରହିଛି। ଏଠାରେ ପେଟ୍ରୋଲ୍ ଓ ଡିଜେଲ୍ ଦର ସ୍ଥିର ରହିଛି।

5/6

ସେହିପରି, ଓଡ଼ିଶାର କଟକରେ ମଧ୍ୟ ପେଟ୍ରୋଲ ଲିଟର  ୧୦୧ ଟଙ୍କା ୪୬  ପଇସା ରହିଥିବା ବେଳେ ଡିଜେଲ୍ ରେଟ୍  ୯୩ ଟଙ୍କା ୦୨ ପଇସା ରହିଛି। ଏ-ଠାରେ ପେଟ୍ରୋଲ୍ ଓ ଡିଜେଲ୍ ଦରରେ ୨୨ ଓ ୨୧ ପଇସା  ବୃଦ୍ଧି ହୋଇଛି। 

6/6

ପେଟ୍ରୋଲ ଓ ଡିଜେଲ ଦାମ୍ ଆପଣ ( SMS) ମାଧ୍ୟମରେ ମଧ୍ୟ ଜାଣିପାରିବେ । ଇଣ୍ଡିଆନ ଅଏଲ ୱେବସାଇଟ ଅନୁଯାୟୀ ଆପଣଙ୍କୁ ଏବଂ ନିଜ ସହରର କୋଡ୍ ଲେଖି ୯୨୨୪୯୯୨୨୪୯ ନମ୍ବରକୁ ପଠାଇବାକୁ ହେବ । ପ୍ରତି ସହରର କୋଡ୍ ଅଲଗା ଅଲଗା ରହିଥାଏ । ଯାହା ଆପଣଙ୍କୁ ଆଇସିଓଏଲ ୱେବସାଇଟରୁ ମିଳିଯିବ । ପ୍ରତ୍ୟେକ ଦିନ ସକାଳ ୬ଟାରେ ପେଟ୍ରୋଲ ଏବଂ ଡିଜେଲ୍ ଦାମରେ ପରିବର୍ତ୍ତନ ହୋଇଥାଏ । 

;