Cookies Swain Viral Video: ଓଲିଉଡ ଇଣ୍ଡଷ୍ଟ୍ରୀର ଲୋକପ୍ରିୟ ଅଭିନେତ୍ରୀ କୁକିଜ୍ ସ୍ୱାଇଁ। ତାଙ୍କୁ ଅନେକ ସିରିଏଲ ଓ ମ୍ୟୁଜିକ୍ ଭିଡିଓରେ ଦେଖିବାକୁ ମିଳିଥାଏ। ନିକଟରେ ଓଡ଼ିଆ ଅଭିନେତ୍ରୀ କୁକିଜ୍ ସ୍ୱାଇଁ ନିଜ ବୟଫ୍ରେଣ୍ଡ ଜୟଦେବଙ୍କୁ ବିବାହ କରିଛନ୍ତି। ତାଙ୍କର ଏକ ସୁନ୍ଦର ଭିଡିଓ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି, ଦେଖନ୍ତୁ ଏହି ଭିଡିଓ...