Viral Video: ଭାଇରାଲ୍ ଗୀତ 'ରସିଆ ମାଗୁଛି ଗେଲ'ର ନୃତ୍ୟଶିଳ୍ପୀ ଅଙ୍କିତ ପଟ୍ଟନାୟକ ଏବଂ କୋରିଓଗ୍ରାଫର ସୂର୍ଯ୍ୟକାନ୍ତ ନାୟକ (ଫିରୋଜ) ବର୍ତ୍ତମାନ ଚର୍ଚ୍ଚାରେ ଅଛନ୍ତି । ଉଭୟେ କାମ କରିଥିବା ଅନେକ ଗୀତକୁ ଲୋକପ୍ରିୟତା ମିଳିଛି । ଉଭୟେ ସୋସିଆଲ୍ ମିଡିଆରେ ଅନେକ ରିଲ୍ ମଧ୍ୟ କରିଥାନ୍ତି । ତେବେ ନିକଟରେ ଏହି ଦୁଇଜଣ ରାସ୍ତାରେ 'ଦିଲ୍ ବିଲେଇ' ଗୀତରେ ରିଲ୍ କରିଛନ୍ତି ଯାହା ଭାଇରାଲ୍ ହୋଇଛି ।