Viral Video: ସୋସିଆଲ ମିଡିଆରେ କିଛିଦିନ ହେବ ଇଶ୍ୱରୀ ପଣ୍ଡାଙ୍କ ରିଲ୍ସ ଖୁବ ଭାଇରାଲ୍ ହେବାରେ ଲାଗିଛି । ନିଜର ଦମଦାର ଠୁମକା ଲଗା ଡ୍ୟାନ୍ସ ପାଇଁ ଇଶ୍ୱରୀଙ୍କୁ ଅନେକ ପ୍ରଶଂସକ ପ୍ରଶଂସା ମଧ୍ୟ କରନ୍ତି । ତେବେ ନିକଟରେ ଷ୍ଟାଡିୟମ ଭିତରେ ଇଶ୍ୱରୀ ଏହି ରିଲ୍ସ ସୁଟ୍ କରିଥିଲେ ଯାହା ଭାଇରାଲ୍ ହେବାରେ ଲାଗିଛି ।