Video: ଓଡ଼ିଆ ଗୀତ 'ଆଖିର କଥା'ରେ କିଲି ପଲଙ୍କ ଏହି ରିଲ୍ସ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । କିଲିପଲ ନିଜସ୍ୱ ଶୈଳୀରେ ଏହି ଓଡ଼ିଆ ଗୀତରେ ରିଲ୍ସ କରିଥିବାରୁ ସମସ୍ତଙ୍କୁ ଏହା ପସନ୍ଦ ମଧ୍ୟ ଆସୁଛି । ପୂର୍ବରୁ ମଧ୍ୟ କିଲପଲ ଅନେକ ଓଡ଼ିଆ ଗୀତ ସମେତ ଅନ୍ୟ ଆଞ୍ଚଳିକ ଭାଷାରେ ରିଲ୍ସ କରିଛନ୍ତି ।