Viral Video: ଇନଷ୍ଟା ଗର୍ଲ ପ୍ରିୟଙ୍କା ସନମଙ୍କ ନୂଆ ରିଲ୍ସ ସାମ୍ନାକୁ ଆସିଛି । ରାସ୍ତାକଡରେ ଜଣେ ବ୍ୟକ୍ତିଙ୍କ ସହ ପ୍ରିୟଙ୍କା ଏହି ରିଲ୍ସଟି ବନେଇଛନ୍ତି । ପୂର୍ବରୁ ପ୍ରିୟଙ୍କାଙ୍କ ଅନେକ ରିଲ୍ସ ବେଶ୍ ଭାଇରାଲ୍ ହୋଇଥିଲେ ଯାହାକୁ ନେଇ ସେ ଚର୍ଚ୍ଚାକୁ ଆସିଥିଲେ । ଅନେକ ଗଣମାଧ୍ୟମରେ ମଧ୍ୟ ପ୍ରିୟଙ୍କା ନିଜର ପ୍ରତିକ୍ରିୟା ରଖିସାରିଛନ୍ତି ।