Weather Update: ଫେବୃଆରୀ ଶେଷ ହେବାକୁ ଗଲାଣୀ। ହେଲେ ଏ-ବେବି ରାଜ୍ୟରେ ଶୀତର ପ୍ରକୋପ ଦେଖିବାକୁ ମିଳୁନି। ବର୍ଷର ୮ ମାସ ଗରମ ପ୍ରକୋପ ଯାଉନି। ପାଣିପାଗ ବିଭାଗ ତରଫରୁ, ମିଳିଥିବା ତାଜ ସୂଚନା ଅନୁସାରେ, ଆସନ୍ତା ୨ ଦିନ ତାପମାତ୍ରାରେ କୌଣସି ପ୍ରକାର ପରିବର୍ତ୍ତନ ହେବନି।
Trending Photos
Minimum Temperature Forecast ସର୍ବନିମ୍ନ ତାପମାତ୍ରା ପୂର୍ବାନୁମାନ #Odisha #weather #OdishaWeather #weatherforecast pic.twitter.com/p2nYdB2pI5
— Meteorological Centre, Bhubaneswar (@mcbbsr) February 26, 2025