Advertisement
Photo Details/zeeodisha/odisha2699217
photoDetails0hindi

Sun Mars Moon Transits: ତିନି ଗ୍ରହଙ୍କ ଶୁଭ ପ୍ରଭାବ ପଡିବ ୩ ରାଶିରେ, ମିଳିବ ଧନ !

Sun Mars Moon Transits: ୨୦୨୫ ଏପ୍ରିଲ୍ ମାସରେ ସୂର୍ଯ୍ୟ ମଙ୍ଗଳ ଚନ୍ଦ୍ରଙ୍କ ଚଳନ କାରଣରୁ ତିନୋଟି ରାଶିର ବ୍ୟକ୍ତିବିଶେଷ ସକାରାତ୍ମକ ଫଳାଫଳ ପାଇବାକୁ ଯାଉଛନ୍ତି । 

1/6

ମଙ୍ଗଳ ଚଳନ

୦୩ ଏପ୍ରିଲ ରାତି ୦୧:୨୮ ରେ, ମଙ୍ଗଳ ରାଶି ପରିବର୍ତ୍ତନ କରି କର୍କଟ ରାଶିରେ ଚଳନ କରିବେ । ଜୁନ୍ ୬ ତାରିଖ ପର୍ଯ୍ୟନ୍ତ ମଙ୍ଗଳ କର୍କଟରେ ରହିବେ ।

2/6

ଚନ୍ଦ୍ର ଚଳନ

୧ ଏପ୍ରିଲରେ ଶୁକ୍ରଙ୍କ ରାଶି ବୃଷରେ ଚନ୍ଦ୍ରଙ୍କ ଚଳନ ହେବ । ଯାହାର ଶୁଭ ପ୍ରଭାବ କିଛି ରାଶିରେ ପଡିବ ।

3/6

ମେଷ ରାଶି

ସୂର୍ଯ୍ୟ ଏବଂ ମଙ୍ଗଳଙ୍କ ରାଶି ପରିବର୍ତ୍ତନର ଶୁଭ ପ୍ରଭାବ ଆପଣଙ୍କ ପ୍ରତି ରହିବ । ଆର୍ଥିକ ମାମଲାରେ ଆପଣ ଲାଭ ପାଇବେ। ମାନ ସମ୍ମାନ ବୃଦ୍ଧି ହେବାକୁ ଲାଗିବ । ସ୍ୱାସ୍ଥ୍ୟରେ ମଧ୍ୟ ଉନ୍ନତି ହେବ। ସୂର୍ଯ୍ୟଦେବଙ୍କ ବିଶେଷ ଆଶୀର୍ବାଦ ଆପଣ ପାଇବେ । କ୍ୟାରିଅରରେ ଥିବା ସମସ୍ୟା ଦୂର ହୋଇଯିବ । ଚାକିରି କ୍ଷେତ୍ରରେ ସଫଳତା ମିଳିପାରେ। ଜୀବନରେ ଖୁସି ବଢିବ ।

4/6

କର୍କଟ ରାଶି

ମଙ୍ଗଳଙ୍କ ଆଶୀର୍ବାଦ ଆପଣଙ୍କ ପ୍ରତି ରହିବ । ଆତ୍ମବିଶ୍ୱାସ ନିରନ୍ତର ବୃଦ୍ଧି ପାଇବ। ଶାରୀରିକ ଏବଂ ମାନସିକ କଷ୍ଟ ଦୂର ହୋଇଯିବ। ଚାକିରି ଏବଂ ବ୍ୟବସାୟରେ କୌଣସି ସମସ୍ୟା ଥିଲେ ତାହାର ଅନ୍ତ ହେବ। ଚାକିରିରେ ପଦୋନ୍ନତୀର ସମ୍ଭାବନା ରହିଛି । ମାନ ସମ୍ମାନ ବୃଦ୍ଧି ପାଇବ। ଆୟର ନୂତନ ରାସ୍ତା ଖୋଲିବ। ମନ ଖୁସି ରହିବ । ଛାତ୍ରଛାତ୍ରୀଙ୍କୁ ଶିକ୍ଷା କ୍ଷେତ୍ରରେ ସଫଳତା ମିଳିବ।

5/6

ମକର ରାଶି

ବିଭିନ୍ନ ସୁତ୍ରରୁ ଆପଣ ଲାଭବାନ ହେବେ । ବ୍ୟବସାୟରେ ଲାଭ ହେବ । ଶନିଙ୍କ 'ସାଢେ ସତୀ'ରୁ ଆପଣ ମୁକ୍ତି ପାଇବେ । ନୂତନ ସମ୍ପର୍କ ଗଢ଼ି ଉଠିବ। ନିଯୁକ୍ତି ଏବଂ ବ୍ୟବସାୟ ପାଇଁ ରାସ୍ତା ଖୋଲିବ । ଆୟ ବଢିବାର ସମ୍ଭାବନା ରହିଛି । ଜୀବନରେ ନୂଆ ସୁଯୋଗ ମିଳିପାରେ ।

6/6

Disclamer: ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ଜ୍ୟୋତିଷ ଶାସ୍ତ୍ର, ପଞ୍ଚାଙ୍ଗ, ପୁରାଣ ତଥ୍ୟରୁ ମିଳିଥିବା ସୂଚନା ଅନୁଯାୟୀ ଏହି ତଥ୍ୟ ପ୍ରଦାନ କରାଯାଇଛି। ଏଥିପାଇଁ ZEE ODISHA NEWS ଦାୟୀ ରହିବ ନାହିଁ।

;