Advertisement
Photo Details/zeeodisha/odisha2878454
photoDetails0hindi

ଆଶାୟୀଙ୍କ ପାଇଁ ଖୁସି ଖବର,ଏହି ମାସରେ ହେବ RI ଓ ଅମିନ ପ୍ରିଲିମ୍ ପରୀକ୍ଷା

RI And AMIN Prelims Exam: ଆଶାୟୀଙ୍କ ପାଇଁ ଖୁସି ଖବର। ରଦ୍ଦ ହୋଇଥିବା ଆରଆଇ, ଅମିନ୍ ପ୍ରିଲିମିନାରୀ ପରୀକ୍ଷା ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି।  ତେବେ, ଆସନ୍ତୁ ଜାଣିବା କେବେ ହେବ ଏକଜାମ୍। 

 

1/5

ଆସନ୍ତା ଅକ୍ଟୋବର ମାସରୁ ନଭେମ୍ବର ମାସ ମଧ୍ୟରେ  ଏହି ପରୀକ୍ଷା କରାଯିବ।  କମ୍ପ୍ୟୁଟର ବେସଡ୍  ନିଯୁକ୍ତି ପରୀକ୍ଷା (ସିବିଆର୍-ଇ) ମାଧ୍ୟମରେ ପରୀକ୍ଷା ହେବ।  

ALSO READ: Guru Gochar 2025: ବୃହସ୍ପତିଙ୍କ ଓଲଟା ଚଳନ, ମାଲାମାଲ୍ ହେବେ ଏହି ୩ ରାଶି!

ALSO READ: ସ୍ବାଧିନତା ଦିବସ ପାଇଁ ଭୁବନେଶ୍ବରରେ ଟ୍ରାଫିକ୍ କଟକଣା ଜାରି,ଜାଣନ୍ତୁ କେଉଁସବୁ ରୁଟ୍ ରହିବ ଆଜିଠୁ ବନ୍ଦ?

 

2/5

ଆରଆଇ, ଏଆରଆଇ, ଅମିନ୍, ଆଇସିଡିଏସ୍ ସୁପରଭାଇଜର୍ ନିଯୁକ୍ତି ପାଇଁ ଏହି ପ୍ରିଲିମିନାରୀ ପରୀକ୍ଷା କରାଯିବ।  ଏନେଇ  ଓଡ଼ିଶା ଅଧିନସ୍ତ କର୍ମଚାରୀ ଚୟନ ଆୟୋଗ ( ଓଏସଏସ୍ଏସ୍-ସି) ପକ୍ଷରୁ ବିକ୍ଷପ୍ତି ପ୍ରକାଶ ପାଇଛି। ପୂର୍ବରୁ ହୋଇଥିବା ପ୍ରକ୍ରିୟାକୁ ବାତିଲ୍ କରାଯାଇଛି।  

 

3/5

ସମ୍ପୁର୍ଣ୍ଣ ଭାବେ ମୂଳରୁ ହିଁ ପରୀକ୍ଷା ଆରମ୍ଭ କରାଯିବ।  ପୂର୍ବରୁ ଆବେଦନ କରିଥିବା ଆବେଦନକାରୀମାନେ ହିଁ ପରୀକ୍ଷା ଦେଇପାରିବେ।  

 

4/5

ଯାହା ଦ୍ବାରା ମୋଟ୍ ୫ ଲକ୍ଷ ୫୮ ହଜାର ୧୨୮ ଜଣ ପରୀକ୍ଷା ଦେଇପାରିବେ ବୋଲି ସ୍ପଷ୍ଟ କରାଯାଇଛି।

 

5/5

  ରାଜ୍ୟର ସମସ୍ତ ଜିଲ୍ଲାରେ ଏହି ପରୀକ୍ଷା କରାଯିବ ବୋଲି ଜଣାପଡିଛି। 

;