Advertisement
Photo Details/zeeodisha/odisha2856062
photoDetails0hindi

କେହି ନୁହଁନ୍ତି କାହାଠୁ କମ୍...ଧୋନି-ବିରାଟ୍ ଓ ସଚିନ୍ ଙ୍କ ରୋଜଗାର ଜାଣି ଉଡ଼ିଯିବ ଆପଣଙ୍କ ହୋସ୍!

Sachin Virat & Dhoni Income: ମାଷ୍ଟରବ୍ଲାଷ୍ଟର ସଚିନ୍ ତେନ୍ଦୁଲକର୍,ବିରାଟ୍ କୋହଲି ଓ ଏମ୍-ଏସ୍ ଧୋନିଙ୍କୁ କିଏ ବା ନ ଜାଣେ। ଏହି ତିନି ଷ୍ଟାର୍ ପ୍ଲେୟରଙ୍କ ଫ୍ୟାନ୍ସ ଫଲୋର୍ସ ମଧ୍ୟ ଖୁବ୍ ଅଧିକ । ତେବେ, ଆସନ୍ତୁ ଜାଣିବା ଏହି ତିନି ଖେଳାଳି ବର୍ଷକୁ କେତେ ଟଙ୍କା ରୋଜଗାର କରନ୍ତି। ...

1/5

ନିକଟରେ ପୂର୍ବତନ ଖେଳାଳୀ ତଥା କୋଚ୍ ରବି ଶାସ୍ତ୍ର ଏକ ସାକ୍ଷାତକାର ଦେଇଥିଲେ। ଯେଉଁଥିରେ ସେ ତିନି ଖେଳାଳୀଙ୍କ ବର୍ଷିକ ଆୟ କଥା ମଧ୍ୟ କହିଥିଲେ। ସେ ବିଶେଷକରି ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା କ୍ୟାପଟେନ୍ କୁଲ୍ ମହେନ୍ଦ୍ର ସିଂ ଧୋନି। 

2/5

 ସେ କେବଳ କ୍ରିକେଟ୍ ରେ ସଫଳ ନୁହଁନ୍ତି। କ୍ରିକେଟ୍ ବ୍ୟତିତି ଅନେକ ଗୁ଼ଡିଏ ବ୍ରାଣ୍ତର ପ୍ରମୋସନ୍ ମଧ୍ୟ କରନ୍ତି  ଧୋନି। ଧୋନି ରାଞ୍ଚିର ବାସିନ୍ଦା ହୋଇଥିବା ବେଳେ ସେଠାରେ ରହିଛି ବିଳାସପୂର୍ଣ୍ଣ ବଙ୍ଗଳା। ଏହି ବଙ୍ଗଳାର ନାଁ ହେଉଛି କୈଲାସପତୀ।  ଏହା ବ୍ୟତିତ ତାଙ୍କର ମୁମ୍ବାଇରେ ମଧ୍ୟ ଘର ରହିଛି। ଯାହାର ମୂଲ୍ୟ ୧୭.୮ କୋଟି ଟଙ୍କା। 

3/5

ଏହା ବ୍ୟତିତ ଧୋନୀଙ୍କର ଅନେକ ଗୁଡିଏ ବ୍ୟବସାୟ ମଧ୍ୟ ରହିଛି । ସେଥିରୁ କ୍ୟାପଟେନ୍ କୁଲ୍ ମୋଟା ଅଙ୍କର ଟଙ୍କା ରୋଜଗାର କରନ୍ତି। ସେହିପରି ବିଭିନ୍ନ ବ୍ରାଣ୍ତରୁ ମଧ୍ୟ ମୋଟା ଅଙ୍କର ଟଙ୍କା ରୋଜଗାର କରନ୍ତି। 

4/5

ବିରାଟ୍ କୋହଲି ମଧ୍ୟ ଧନୀ ତାଲିକାରେ ଆଗରେ ରହିଛନ୍ତି। ବିରାଟ୍ ଙ୍କ ମୋଟ୍ ସମ୍ପତ୍ତିର ମୂଲ୍ୟ ୧୦୫୦ଟଙ୍କା ହୋଇଥିବା ବେଳେ ସେ ବିଭିନ୍ନ ବିଜ୍ଞାପନରୁ ବର୍ଷକୁ ୧୦୦ କୋଟିରୁ ଅଧିକ ଟଙ୍କା ରୋଜଗାର କରନ୍ତି। ସେ Puma, MRF, Audi, Myntra, Too Yumm, Vivo, Hero MotoCorp ଓ American Tourister ଭଳି ବିଜ୍ଞାପନ କରନ୍ତି। ଯେଉଁଥିରୁ ସେ ମୋଟା ଅଙ୍କର ଟଙ୍କା ରୋଜଗାର କରନ୍ତି। 

5/5

ସେହିପରି, ଆଉ ଜଣେ ଧନୀ  କ୍ରିକେଟର ହେଉଛନ୍ତି ସଚିନ୍ ତେନ୍ଦୁଲକର୍ । ଯଦିଓ ସେ କ୍ରିକେଟରୁ ଅବସର ନେଇଛନ୍ତି, ତଥାପି ରୋଜଗାର କ୍ଷେତ୍ରରେ ସେ ଆଗରେ ଅଛନ୍ତି । ବିଭିନ୍ନ ବ୍ରାଣ୍ତର ପ୍ରମୋସନ୍ କରି ବର୍ଷକୁ କୋଟି କୋଟି ଟଙ୍କା ରୋଜଗାର କରୁଛନ୍ତି। ତାଙ୍କର ମୋଟ୍ ସମ୍ପତ୍ତିର ମୂଲ୍ୟ  ୧୨୫୦ କୋଟି ହୋଇଥିବା ଜଣାପଡିଛି। ସେ  ବିଶେଷକରି, Visa, Luminous, Sanyo, BPL, Philips, Spinny,Boost, Unacademy, Castrol India, BMW, Luminous India, Sunfeast, MRF tires, Aviva Insurance, Pepsi, Adidas ଭଳି ବିଜ୍ଞାପନରୁ ବର୍ଷକୁ ୧୦୦ କୋଟି ଟଙ୍କା ରୋଜଗାର କରନ୍ତି। 

 

;