Ratha Yatra 2025: ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀଙ୍କ ବିରୋଧରେ ସିଂହଦ୍ୱାର ଥାନାରେ ଏତଲା ।
Trending Photos
Ratha Yatra 2025: ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀଙ୍କ ବିରୋଧରେ ସିଂହଦ୍ୱାର ଥାନାରେ ଏତଲା ।ଏତଲା ଦେଲେ ଦାମୋଦର ଶ୍ରୀମନ୍ଦିର ସେବକ ଦାମୋଦର ମହାସୁଆର ଓ ଅନ୍ୟ ୪୦ ରୁ ଉର୍ଦ୍ଧ୍ଵ ସେବକ ।ରଥ ଉପରୁ ବରିଷ୍ଠ ସେବକ ଙ୍କୁ ଅଣ ସେବକ କହି ମୁଖ୍ୟ ପ୍ରଶାସକ ଓହ୍ଲାଇ ଦେଇଥିଲେ ବୋଲି ଏତଲା ରେ ଉଲ୍ଲେଖ ରହିଛି ।ଶ୍ରୀଗୁଣ୍ଡିଚା ଦିନ ଅପରାହ୍ନରେ ବଳଭଦ୍ର ଙ୍କ ରଥ ଉପରେ ଚଢ଼ି ପ୍ରଭୁଙ୍କ ଚାରିପଟେ କାହିଁକି ବୁଲୁଥିଲେ,କିଏ ଅଧିକାର ଦେଇଥିଲା ବୋଲି ପ୍ରଶ୍ନ କରିଛନ୍ତି ଶ୍ରୀମନ୍ଦିର ସେବକ ।