Arvind Kejriwal Viral Dance Video: ଆମ ଆଦମୀ ପାର୍ଟିର ରାଷ୍ଟ୍ରୀୟ ସଂଯୋଜକ ଅରବିନ୍ଦ କେଜରିୱାଲଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି ଭିଡିଓରେ ଅରବିନ୍ଦ କେଜରିୱାଲ ଏକ ମଞ୍ଚ ଉପରେ ନାଚୁଥିବାର ଦେଖାଯାଉଛି। ପ୍ରକୃତରେ ଏହି ଭିଡିଓଟି ଅରବିନ୍ଦ କେଜରିୱାଲ ଏବଂ ସୁନୀତା କେଜରିୱାଲଙ୍କ ଝିଅ ହର୍ଷିତା କେଜରିୱାଲଙ୍କ ବିବାହ ଉତ୍ସବରଅଟେ। କହି ରଖୁଛୁ ଯେ ହର୍ଷିତା କେଜରିୱାଲ ଆଜି ଅର୍ଥାତ୍ ୧୮ ଏପ୍ରିଲରେ ବିବାହ କରିଛନ୍ତି। ଏହି ଭିଡିଓରେ ଅରବିନ୍ଦ କେଜରିୱାଲ ମଞ୍ଚ ଉପରେ ନାଚୁଥିବାର ଦେଖାଯାଉଛି।