Viral Video: ଯାତ୍ରା ଜଗତର ଚର୍ଚ୍ଚିତ ଅଭିନେତ୍ରୀ କାବେରୀ ପାଢୀ ଅନେକ ସମୟରେ ସୋସିଆଲ ମିଡିଆରେ ରିଲ୍ ସେୟାର କରିଥାନ୍ତି । କାବେରୀଙ୍କ ରିଲ୍ ଗୁଡିକୁ ପ୍ରଶଂସକମାନେ ପସନ୍ଦ କରୁଥିବା ଦେଖିବାକୁ ମିଳିଥାଏ । କେତେବେଳେ ସହକଳାକାରଙ୍କ ସହ ତ ଆଉ କେବେ ଯାତ୍ରା ମଞ୍ଚରୁ ଭିଡିଓ ସେୟାର କରନ୍ତି କାବେରୀ । କିନ୍ତୁ ଏଥର ନିଜ ସ୍ୱାମୀଙ୍କ ସହ ଖୁସି ମନାଉଥିବା ସମୟର ଏକ ଭିଡିଓ ସେୟାର କରିଛନ୍ତି ଆପଣଙ୍କ ପ୍ରିୟ ଅଭିନେତ୍ରୀ ।