Viral Video: ନୂଆ ଓଡ଼ିଆ ସିନେମା ଡେଲିଭରୀ ଟୁ ଖୁବ ଶୀଘ୍ର ରିଲିଜ୍ ହେବାକୁ ଯାଉଛି କିନ୍ତୁ ତା ପୂର୍ବରୁ ସିନେମାର ଗୀତ ଗୁଡିକ ସୋସିଆଲ ମିଡିଆରେ ଟ୍ରେଣ୍ଡିଂରେ ରହିଛି । ନିକଟରେ ଅଭିନେତ୍ରୀ ଭୂମିକା ଦାଶ କଣ୍ଠଶିଳ୍ପୀ ଅସୀମା ପଣ୍ଡାଙ୍କ ସହ ମିଶି ଏହି ରିଲ୍ ଟି ସୁଟ୍ କରି ନିଜ ସୋସିଆଲ୍ ମିଡିଆରେ ସେୟାର କରିଛନ୍ତି ।