Bharti Singh: ବଲିଉଡରେ ବି ଛାଇଗଲା ଛି ଛି ଛିରେ ନନୀ ଛି...ଭାରତୀ କଲେ ମଜାଦାର ରିଲ୍ସ....ବେଶ୍ ଭାଇରାଲ ହୋଇଛି କୋରାପୁଟିଆ ଗୀତ ଛି ଛି ରେ ନନୀ ଛି । ଏବେ କେବଳ ଓଡ଼ିଶା ନୁହେଁ ବାହାର ଦେଶଠୁ ଆରମ୍ଭ କରି ବଲିଉଡରେ ବି ଖୁବ ଚର୍ଚ୍ଚା ସାଉଁଣ୍ଟିଛି ଛି ଛି ନନୀ ଗୀତ। କିଛି ଦିନ ତଳେ ବଲିଉଡର କମେଡି କ୍ୱିନ ଭାରତୀ ସିଂଙ୍କ ଏକ ଭିଡିଓ ବେଶ୍ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ସେ ଓ ତାଙ୍କ ଟିମ୍ ଛି ଛି ଛି ରେ ଏକ ମଜାଦାର ରିଲ୍ସ କରିଛନ୍ତି।