Tirupati Stampede: ଆନ୍ଧ୍ରପ୍ରଦେଶର ତିରୁପତିରେ ଟୋକନ୍ ନେବା ପାଇଁ ୪ ହଜାରରୁ ଅଧିକ ଲୋକଙ୍କ ଭିଡ଼ ଲାଗିଥିଲା। ବୈକୁଣ୍ଠ ଦ୍ୱାର ଦର୍ଶନମ୍ ପାଇଁ ହଜାର ହଜାର ଲୋକ ଆସିଥିଲେ ମଧ୍ୟ ସେଠାରେ ବିଶୃଙ୍ଖଳା ଓ ହଙ୍ଗାମା ହୋଇଥିଲା। ବୈକୁଣ୍ଠ ଦ୍ୱାର ଦର୍ଶନମ୍ ଆଧ୍ୟାତ୍ମିକ ନଗରୀରେ ତୀର୍ଥଯାତ୍ରୀଙ୍କ ପାଇଁ ଏକ ସ୍ୱତନ୍ତ୍ର ଯାତ୍ରା । ଏହି ଦୁଃଖଦ ଘଟଣାରେ ୬ ଜଣଙ୍କର ମୃତ୍ୟୁ ଘଟିଥିଲା। ଆଉ ଏହି ଘଟଣାର ଅନେକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।