Khan Sir Wife Video: ବିହାରର ପ୍ରସିଦ୍ଧ YouTuber ଖାନ ସାର୍ ଙ୍କ ବିବାହ ପରେ ତାଙ୍କର ଏକ ଭିଡିଓ ଭାଇରାଲ ହେଉଛି। ଯେଉଁଥିରେ ସେ ନିଜ ପତ୍ନୀଙ୍କୁ ପାଣି ପିଆଉ ଥିବାର ଦେଖାଯାଉଛି। ଲୋକମାନେ ଏହି ଯୋଡ଼ିକୁ ଖୁବ୍ ପ୍ରଂଶସା କରୁଛନ୍ତି। ଏବେ ଲୋକମାନେ ଏହି ଭିଡିଓକୁ ଜୋରଦାର ସେୟାର କରୁଛନ୍ତି। ଦେଖନ୍ତୁ ଏହି ଭାଇରାଲ୍ ଭିଡିଓ...