Video: ଏହି ପୋଲିସ ଅଧିକାରୀଙ୍କ କାମ ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଛି । ଉତ୍ତରପ୍ରଦେଶ ପୋଲିସ ବିଭାଗରେ କାର୍ଯ୍ୟ କରୁଥିବା ଏହି ଅଧିକାରୀ ପଞ୍ଜୁରୀ ସହ ପକ୍ଷୀଙ୍କୁ ଧରି ଖୋଲା ଆକାଶରେ ଉଡାଇଦେଇଛନ୍ତି । ଯାହା ତାଙ୍କୁ ଆତ୍ମତୃପ୍ତି ଦେଇଛି । ଜଣେ ପକ୍ଷୀ ବ୍ୟବସାୟୀଙ୍କ ନିତଟରୁ ଏହାକୁ ସେ ଆଣିଥିଲେ । ପକ୍ଷୀଙ୍କୁ ସ୍ୱାଧିନତା ମିଳିଲା ବୋଲି କମେଣ୍ଟ ବକ୍ସରେ ପ୍ରଶଂସା କରିଛନ୍ତି ଅନେକ ଲୋକ ।